Masthead

୨୦ ଭାରତୀୟଙ୍କୁ ନିଜ ଟିମରେ ସାମିଲ କରିଛନ୍ତି ବାଇଡେନ

ଆମେରିକାা ବଡ଼ ଆମେରିକାର ନୂତନ ତଥା ୪୬ ତମ ରାଷ୍ଟ୍ରପତି ଜୋ-ବାଇଡେନ ନିଜ ଟିମରେ ୨୦ଜଣ ଭାରତୀୟଙ୍କୁ କରିଛନ୍ତି ସାମିଲ। ଅନ୍ୟପଟେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ହ୍ୱାଇଟହାଉସରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଯାହା ପୁଣି ଥରେ ଆମେରିକାରେ ବଢିଛି ଭାରତର ଗୁରୁତ୍ୱ। ଆଗାମୀ ଦିନରେ ଭାରତ-ଆମେରିକାର କୁଟନୈତିକ ସମ୍ପର୍କକୁ ଦୃଢିଭୂତ କରିବ ବୋଲି ଭାରତୀୟମାନେ ଆଶା ରଖିଛନ୍ତି।

ବାଇଡେନ ୧୧ ଜଣ ଭାରତୀୟଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିଥିବା ବେଳେ କାଶ୍ମୀରରେ ଜନ୍ମିତ ସମୀରା ଫାଜଲଙ୍କୁ ନ୍ୟାସନାଲ ଇକୋନୋମିକ କାଉନସିଲ (ଏନଇସି) ର ଉପନିର୍ଦ୍ଦେଶିକା ଭାବେ ନିଯୁକ୍ତ କରିଛନ୍ତି। ‘ରାଷ୍ଟ୍ରପତି ଭାବରେ ମୁଁ ମଧ୍ୟ ଭାରତୀୟ-ଆମେରିକୀୟ ପ୍ରବାସି ଉପରେ ନିର୍ଭର କରିବି, ଯାହା ଆମର ଦୁଇ ଦେଶକୁ ଏକାଠି ରଖବ’, ବୋଲି ବିଡେନ ସ୍ୱାଧୀନତା ଦିବସର ଭର୍ଚୁଆଲ୍ ଉତ୍ସବରେ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା