Masthead

ଗୋଟିଏ କ୍ଲିକରେ ଜାଣନ୍ତୁ ବିହାର ବାଜିର ବର୍ତ୍ତମାନ ସୁଦ୍ଧା ଚିତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିହାରରେ ପୁଣି ସରକାର ଗଢିପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବର୍ତ୍ତମାନ ସୁଦ୍ଧା ଯାହା ଟ୍ରେଣ୍ଡ ଆସୁଛି, ଏନଡିଏ ବିହାରରେ ସ୍ପଷ୍ଟ ବହୁମତ ପାଖାପାଖି ରହିଛି । ମୋଟ ୨୪୩ ଆସନରୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ (ଅନ୍ତିମ ଫଳାଫଳ ନୁହେଁ) ଅନୁଯାୟୀ ଏନଡିଏ ମେଣ୍ଟ ୧୨୧ ଆସନରେ ଆଗୁଆ ଥିବାବେଳେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାଗଠବନ୍ଧନ ମାତ୍ର ୧୧୩ ଆସନରେ ଆଗୁଆ ଚାଲିଛନ୍ତି। ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ୧୧ ଆସନରେ ଆଗୁଆ ଅଛନ୍ତି।

ତେବେ ବିହାରରେ ଏଥର ମହାଗଠବନ୍ଧନ ସରକାର ନିଶ୍ଚିତ ବୋଲି ପ୍ରାୟ ସମସ୍ତ ଏକଜିଟ ପୋଲ ପୂର୍ବାନୁମାନ କରିଥିଲେ। ମହାଗଠବନ୍ଧନ ୧୩୮ ଆସନ ପାଇ ଏଥର ସରକାର ଗଢ଼ିବ ଏବଂ ନୀତୀଶଙ୍କୁ ବିହାର ଜନତା କ୍ଷମତାଚ୍ୟୁତ କରିବେ ବୋଲି ପୂର୍ବାନୁମାନ କରାଯାଇଥିଲା। ଭୋଟ ଗଣନା ଆରମ୍ଭରୁ ଏନ୍ଡ଼ିଏ ଆଗରେ ରହୁଥିବାରୁ ବୁଥ ବାହୁଡା ମତ ଭୁଲ ହେଲା ଭଳି ଲାଗୁଥିଲା ହେଲେ ଭୋଟ ଗଣନା ଯେତେ ଆଗଉଛି ପରିଣାମ ବିପରୀତ ଆଡକୁ ଯାଉଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା