Masthead

ରିଷିଙ୍କ ପ୍ରେମରେ ନବୀନ ବିଭୋର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବୀନ ବସିଥିଲେ ନବୀନ ନିବାସରେ । ହଠାତ୍ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ପହଂଚିଲେ । ରିଷି କିଛି କହିବା ପୂର୍ବରୁ ପାଣ୍ଡିଆନ ମଧ୍ୟ ପହଂଚିଥିଲେ ନବୀନ ନିବାସରେ । ସେ ଏଇଥିପାଇଁ ସେଠାକୁ ଯାଇଥିଲେ ଯେ ନବୀନ ସାର ସେଦିନ ମେଡିସିନ ଖାଇଛନ୍ତି ନା ନାହିଁ ବୁଝିବାପାଇଁ। ଏହାରି ଭିତରେ ଋଷି ଆରମ୍ଭ କଲେ ରାଜନୀତିର ଚର୍ଚ୍ଚା । ସେ କହିଲେ ଯେ ସାର, ଆପଣ ବାଏ ଇଲେକ୍ସନ ଲାଗି ପ୍ରସ୍ତୁତ ହୋଇଯାଆନ୍ତୁ । ନବୀନ ଟିକେ ହସି ଦେଲେ, କହିଲେ କ’ଣ ପାଇଁ?

ହାଇକୋର୍ଟରେ କେଶ ଫାଇଲ ହୋଇଛି । ଏହାରି ଭିତରେ ବିଜେପିର ୭ଜଣ ଏମଏଲଏ କମିିବେ । ସେଇଠି ଯେଉଁ ବାଏ ଇଲେକ୍ସନ ହେବ ଆପଣ ଖାଲି ଗାଡ଼ିରେ ବସିବେ । ଆଉ ହାତ ହଲାଇ ଚାଲି ଆସିବେ । ସାତ ବିଜେପି ଆସିଲେ ଆମର ଷାଠିଏ । ଦରକାର ପଡ଼ିଲେ ଆମେ କଂଗ୍ରେସ ସହ ହାତ ମିଶେଇ ଦେବା । ନୂଆ ସରକାର କରିବା, ଏମାନଙ୍କୁ ବିଦା କରିବା । ନିକଟରେ ଏକ ସଭାରେ ବିଜେଡି ସାଂସଦ ରିଷି ସାମନ୍ତରାୟ ଏହା କହୁଥିଲେ । ଏହା ଗପ ନୁହେଁ, ସତ । ନବୀନ ନିବାସରେ ନବୀନ ବାବୁଙ୍କ ସାମନାରେ ଋଷି ବାବୁ ଏ କଥା କହୁଥିବା ବେଳେ ସେଠି ଉପସ୍ଥିତ ଥିଲେ ପାଣ୍ଡିଆନ ବାବୁ । ନବୀନ ମୁରୁକି ହସିଲେ, ଆଖି ବୁଜି ସ୍ୱପ୍ନ ରାଇଜକୁ ଚାଲିଗଲେ । ତଥାପି ସ୍ୱପ୍ନ ବାକି ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ