Masthead

‘ଶିିବସେନାକୁ ଭାଙ୍ଗି ବିଜେପି ବଡ଼ ଅପରାଧ କରିଛି’: ସଞ୍ଜୟ ରାଉତ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):ପୁଣି ବିଜେପିକୁ ଟାର୍ଗେଟ କଲେ ଶିବସେନା ଏମପି ସଞ୍ଜୟ ରାଉତ । କହିଛନ୍ତି ଶିବସେନାକୁ ଭାଙ୍ଗି ଭାଜପା ଏକ ବଡ ଅପରାଧ କରିଛି। ରାଜ୍ୟବାସୀ ଏହି ଯନ୍ତ୍ରଣାକୁ କେବେବି ଭୁଲି ପାରିବେ ନାହିଁ। ଏହା ଏମିତି ଏକ ‘ତୀର’ ଯାହା ମହାରାଷ୍ଟ୍ରର ହୃଦୟରେ ପ୍ରବେଶ କରିଛି। ମହାରାଷ୍ଟ୍ର ଏବଂ ଶିବସେନାବାସୀ ଏହାକୁ ଭୁଲି ପାରିବେ ନାହିଁ। ଭାଜପାକୁ କ୍ଷମା କରିବେ କି ନାହିଁ ତାହା ଜନସାଧାରଣ ନିଷ୍ପତ୍ତି ନେବେ।

ବିରୋଧୀମାନେ ଆମକୁ ବହୁତ କଷ୍ଟରେ ପକାଇଲେ, ଆମେ ପ୍ରତିଶୋଧ ନେବାକୁ ସ୍ଥିର କରିଛୁ ବୋଲି ଶିବସେନା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି। ସେପଟେ ନିକଟରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏକ ବିବୃତ୍ତି ଦେଇଛନ୍ତି ଯେ, ଆମେ ସମସ୍ତ ବିରୋଧୀଙ୍କୁ କ୍ଷମା କରିଛୁ। ସଞ୍ଜୟ ରାଉତଙ୍କୁ କଡ଼ା ଜବାବ ଦେଇ କହିଛନ୍ତି, କ୍ଷମା ବାଣ୍ଟିବାକୁ ଆପଣ ବସିଛନ୍ତି କି? ତାଙ୍କୁ କ୍ଷମା କରାଯିବା ଉଚିତ କି ନୁହେଁ ଆମେ ସ୍ଥିର କରିବାକୁ ଚାହୁଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ