Before Header

ସଂନ୍ଧ୍ୟା ୬ରେ ରାଜ୍ୟ କ୍ୟାବିନେଟ

0 66

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ସଂନ୍ଧ୍ୟା ୬ଟାରେ ବସିବ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିବ ମୋହର । ସ୍ୱାସ୍ଥ୍ୟ, କୃଷି, ପାଣି, ଗମନାଗମନ, ଶିଳ୍ପକୁ ନେଇ ଦିଆଯାଇଥିବା ପ୍ରସ୍ତାବ ଉପରେ ବାଜିପାରେ ମୋହର । ସେପଟେ କାଲିଠୁ ଆରମ୍ଭ ହେଉଛି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ।

Leave A Reply

Your email address will not be published.