Masthead

ଖସୁଛି ବିଜେଡ଼ି-ବିଜେପି, ବଢ଼ୁଛି କଂଗ୍ରେସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) ପୁଣି ବିଜେଡ଼ି ଓ ବଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, କହିଛନ୍ତି ବିଜେଡ଼ି ଓ ବିଜପି ଗୋଟେ ମୁଦ୍ରାର ଦୁଇଟି ପାଶ୍ୱର୍ ।୨୦୧୯ରେ ବିଜେପିର ୧୨୦ ଟାର୍ଗେଟ ଥିଲା । ଏଥର ୮୦ମାନେ ଖସିଲା । ମାନେ ବିଜେପି ଟାର୍ଗେଟରେ ନାହିଁ । ବିଜେପିର ୮୦ ବିଜେଡ଼ିର ୧୨୦ ଆମର ୯ରୁ୯୦ ।

୧୪୭ ବିଧାନସଭା ସିଟରେ ନୂଆ କିଛି ସିଟ ବଢ଼େଇ ଦେବାର ଆବଶ୍ୟକତା ରହିଛି ।୨୪ ମଇଦାନରେ ଫୁଟବଲ ଫିଙ୍ଗାହେବ, ଲଢେଇହେବ, ଯାହାର ଦମ ସିଏ ଜିତିବ । କିଏ ପାସ କିଏ ଫେଲ ତାର ବିଚାର ସାଧାରଣ ଜନତା କରିବେ । ୨୫ ବର୍ଷ ସରକାରରେ ଲୋକେ ତର୍ଜମା କଲେଣି, ଯୁବକ ଯୁବତୀ ନିଯୁକ୍ତି କଣ ପାଇଛନ୍ତି ।

ନରେନ୍ଦ୍ର ମୋଦୀଙ୍କ ଭାଷଣକୁ ଲୋକେ ତର୍ଜମା କଲେଣି ଏବଂ ଉପା ସରକାର ସମୟରେ ହୋଇଥିବା ଯୋଜନାକୁ ହାଇଯାକ କରାଯାଇଛି ।ତାକୁ ମଧ୍ୟ ଲୋକେ ତର୍ଜମା କରୁଛନ୍ତି । ୨୪ରେ ନିଷ୍ପତି ନେବେ କିଏ କେତେ ସିଟ ନେବ । କଂଗ୍ରେସ ହିଁ ଫେରିବା ନେଇ ଦମ୍ଭୋକ୍ତି ବାଢ଼ିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା