Masthead

୨୪ ପାଇଁ ବିଜେପିର ଗୁପ୍ତ ଯୋଜନା, ଭୂଇଁ ଲୋଟିବେ ବିରୋଧୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):୨୪ ନିର୍ବାଚନ ଲାଗି ବିଜେପିର ଯୋଜନା ଆରମ୍ଭ ହୋଇସାରିଲାଣି, ବିଜେପି ସୁନିଶ୍ଚିତ ଓଡିଶାରେ ସରକାର କରିବ । ଆମ ଟାର୍ଗେଟ ୮୦ ବିଧାୟକ, ସରକାର କରିବା ପାଇଁ ଯେତିକି ସିଟ ଦରକାର ଆମେ ତା ଠାରୁ ୧୦ରୁ ୧୫ଟି ସିଟ ଅଧିକ ଟାର୍ଗେଟ ରଖି ଚାଲିଛୁ ।

ଆମ ଟାର୍ଗେଟ ୮୦+ ଯେମିତି ସରକାର ହୋଇପାରିବ । ସରକାର କରିବା ପାଇଁ ବହୁ ଗୁରୁତ୍ୱ ପୁର୍ଣ୍ଣ ପଦକ୍ଷେପ ନିଆଯାଉଛି, ଗତକାଲିଠାରୁ ବୈଠକ ଆରମ୍ଭ ହୋଇସାରିଛି ଏବଂ ଅଳ୍ପ ଦିନ ଭିତରେ କାର‌୍ୟ୍ୟକାରୀ ହେବାକୁ ଯାଉଛି ।

୧୨୦ କୁ ବେସ କରିକି କାମ କରାଯିବ କିନ୍ତୁ ସରକାର କରିବା ପାଇଁ ଆମକୁ ଯେତିକି ଦରକାର ତାଠୁ ଅଧିକ ସିଟ ଆମର ଟାର୍ଗେଟ ରହିବ । ଲୋକସଭା ସିଟରେ ଆମକୁ ୧୮ ଟାରେ ଜିତିବା ଚାନ୍ସ ଅଛି । କେନ୍ଦ୍ର ନେତୃତ୍ୱ ଏବଂ ରାଜ୍ୟ ନେତୃତ୍ୱ ମିଳିତ ଭାବେ ସିଦ୍ଧାନ୍ତ ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା