Masthead

ବିଜେପିର ବଡ଼ ବୈଠକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବିଜେପି ବିଧାୟକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବା । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ଓ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ । ଦଳର ସାଂଗଠନିକ କାର୍ଯ୍ୟକ୍ରମ ନେଇ ଏଥିରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।ଏଥିସହ ସମସ୍ତ ମନ୍ତ୍ରୀମାନେ ବି ବୈଠକରେ ସାମିଲ ହେବେ। କୁହାଯାଉଛି ଦଳର ସାଙ୍ଗଠନିକ ସ୍ଥିତି ଓ ରଣନୀତି ନେଇ ହେବ ଆଲୋଚନା। ନିକଟରେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ରୁଦ୍ଧଦ୍ବାର ବୈଠକ କରିଥିଲେ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ସାମିଲ ହୋଇଥିଲେ। ଏଥିସହ ଦିନକ ତଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରୁ ଫେରିଥିବାରୁ ଆଜିର ବୈଠକରେ କଣ ଆଲୋଚନା ହେବ, ତା ଉପରେ ସମସ୍ତଙ୍କ ନଜର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଖସିଲା ପାରଦ, ବଢିଲା ଶୀତ 🔴 ନୃସଂଶ ସ୍ଵାମୀର ଅମାନୁଷିକ କାଣ୍ଡ 🔴 ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି 🔴 ପୂରା ରାଜ୍ୟକୁ ଥରାଇବ ଶୀତ 🔴 ଆଜି ପବିତ୍ର ମକର ସଂକ୍ରାନ୍ତି 🔴 ଉପାସରେ ଆରାଧ୍ୟ ପ୍ରଭୁ ଲିଙ୍ଗରାଜ 🔴 ଜାଡ଼ରେ ଥରୁଛି ଓଡ଼ିଶା 🔴 ମାଓବାଦୀଙ୍କ ନାଁରେ ପୋଷ୍ଟର ମାରି ଗୋଦାମରେ ନିଆଁ ଲଗାଇଲେ 🔴 ପଡୋଶୀ ସାଜିଲା ଯୌନ ରାକ୍ଷସ 🔴 ଇରାନ୍ ସହ ବ୍ୟବସାୟ କରୁଥିବା ଦେଶମାନଙ୍କୁ ଆମେରିକାର ଧମକ 🔴 ଖସିଲା ପାରଦ, ବଢିଲା ଶୀତ 🔴 ନୃସଂଶ ସ୍ଵାମୀର ଅମାନୁଷିକ କାଣ୍ଡ 🔴 ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି 🔴 ପୂରା ରାଜ୍ୟକୁ ଥରାଇବ ଶୀତ 🔴 ଆଜି ପବିତ୍ର ମକର ସଂକ୍ରାନ୍ତି 🔴 ଉପାସରେ ଆରାଧ୍ୟ ପ୍ରଭୁ ଲିଙ୍ଗରାଜ 🔴 ଜାଡ଼ରେ ଥରୁଛି ଓଡ଼ିଶା 🔴 ମାଓବାଦୀଙ୍କ ନାଁରେ ପୋଷ୍ଟର ମାରି ଗୋଦାମରେ ନିଆଁ ଲଗାଇଲେ 🔴 ପଡୋଶୀ ସାଜିଲା ଯୌନ ରାକ୍ଷସ 🔴 ଇରାନ୍ ସହ ବ୍ୟବସାୟ କରୁଥିବା ଦେଶମାନଙ୍କୁ ଆମେରିକାର ଧମକ