Masthead

ପୋଲିସ ବାବୁଙ୍କ ବ୍ରାଉନସୁଗାର କାରବାର

ନୟାଗଡ(ବଡ଼ ଖବର ବ୍ୟୁରୋ):  ଖାକିରେ କଳଙ୍କ । ତେବେ ଏଭଳି ଅଭଯୋଗ ଆସିଛି ଦଶପଲ୍ଲା ଅଞ୍ଚଳରୁ । ସୂଚନା ଅନୁଯାୟୀ ନୟାଗଡ ଏସପି ସିଦ୍ଧାର୍ଥ କଟରୀୟା ଚଳିତ ବର୍ଷ ଦାୟୀତ୍ୱ ଗ୍ରହଣ କରିଥିଲେ । ନିଶା ଓ ନିଶାଡୀ ମାନଙ୍କୁ ସାବାଡ କରିବା ପାଇଁ ସ୍ପେସିଆଲ ସ୍କ୍ୱା୍ଡ ଗଠନ କରିଛନ୍ତି । ତେବେ ସେ ୫୦୦ ଗ୍ରାମରୁ ଉର୍ଦ୍ଧ ବ୍ରାଉନସୁଗାର ଜବତ କରିବା ସହ ୩୦ରୁ ଉର୍ଦ୍ଧ ଅଭିଯୁକ୍ତ ଗିରଫ କରିସାରିଲେଣି । ସେଭଳି ଜଣେ ବ୍ରାଉନସୁଗାର ବେପାରୀ ହେଉଛନ୍ତି ନୟାଗଡ ରିଜର୍ଭରେ କାମକରୁଥିବା ହାଭିଲଦାର ରଂଜିତ ରଥ ।

ସେ ଖାକି ବର୍ଦୀର ବେଶ ସଦୁପଯୋଗ କରନ୍ତି । ଆଭିଯୋଗ ମୁତାବକ ସେ ବର୍ଦୀ ପିନ୍ଧି ବ୍ରାଉନ ସୁଗାର ଆଣନ୍ତି । ଦଶପଲ୍ଲା ଅଞ୍ଚଳ ବେପାରୀ ମାନଙ୍କୁ ନେଇ କାରବାର କରନ୍ତି । ତେବେ ଯଦିଏହାର କିଏ ପ୍ରତିବାଦ କରେ ସେ ପୋବିସରେ ଅଛନ୍ତି କହି ଧମକଚମକ କରନ୍ତି । ଏ ସମ୍ପର୍କରେ ନୟାଗଡ ଏସପି କହିଛନ୍ତି ଯେ ତାଙ୍କ ବିରୋଧରେ ଅଭିଯୋଗ ଆସିଲେ ତଦନ୍ତ ହେବ । ଯଦି ଘଟଣାର କିଛି ସତ୍ୟତା ଥାଏ ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ