Masthead

କେନ୍ଦ୍ର ସରକାରଙ୍କ ସହ ସମାନ ଡିଏ ଦେଇପାରିବି ନାହିଁ : ମମତା ବାନାର୍ଜୀ

ପଶ୍ଚିମବଙ୍ଗ(ବଡ଼ ଖବର ବ୍ୟୁରୋ): ସରକାରଙ୍କ କର୍ମଚାରୀଙ୍କୁ ଦୃଢ ଜବାବ ଦେଇଛନ୍ତି ମମତା ବାନାର୍ଜୀ । ମହଙ୍ଗା ଭତ୍ତା ବୃଦ୍ଧି ଦାବିରେ ଜିଦ ଧରିଥିବା କର୍ମଚାରୀଙ୍କୁ ମମତା କହିଛନ୍ତି, ମୋ ମୁଣ୍ଡ କାଟିଦିଅ ପଛେ ମୁଁ କେନ୍ଦ୍ର ସରକାରଙ୍କ ସହ ସମାନ ଡିଏ ଦେଇପାରିବି ନାହିଁ। ପଶ୍ଚିମବଙ୍ଗରେ କେନ୍ଦ୍ର ସରକାରଙ୍କ ସହ ସମାନ ମହଙ୍ଗା ଭତ୍ତା ବଢାଇବା ପାଇଁ ରାଜ୍ୟ ସରକାର କର୍ମଚାରୀ ପ୍ରଦର୍ଶନ କରୁଛନ୍ତି। କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ଦରମା ଢାଞ୍ଚାରେ ଥିବା ପାର୍ଥକ୍ୟକୁ ଉଲ୍ଲେଖ କରି କହିଛନ୍ତି, ରାଜ୍ୟରେ ଟିଏମସି ସରକାର ଏହାର କର୍ମଚାରୀମାନଙ୍କୁ ୧୦୫ ପ୍ରତିଶତ ଡିଏ ଦେଉଛନ୍ତି।

ତୁମେ ଆଉ କେତେ ଚାହୁଁଛ? ତୁମକୁ କେତେ ଦେଲେ ସନ୍ତୁଷ୍ଟ ହେବ? ଦୟାକରି ମୋ ମୁଣ୍ଡ କାଟି ଦିଅ ଏବଂ ତାପରେ ଆଶା କରିବି ତୁମେ ସନ୍ତୁଷ୍ଟ ହେବ। କିନ୍ତୁ ମୁଁ ଡିଏ କେନ୍ଦ୍ର ସହିତ ସମାନ ଡିଏ ଆଦୌ କରିବାକୁ ସମର୍ଥ ହେବି ନାହିଁ। ମମତା ବାନାର୍ଜୀ ସରକାର ଚଳିତ ବର୍ଷର ବଜେଟରେ କର୍ମଚାରୀଙ୍କ ପାଇଁ ଡିଏକୁ ତିନି ପ୍ରତିଶତ ବୃଦ୍ଧି କରିଛନ୍ତି। ଏହା ମଧ୍ୟ ଷଷ୍ଠ ବେତନ ଆୟୋଗର ସୁପାରିଶ ଅନୁଯାୟୀ ମାର୍ଚ୍ଚ ୧, ୨୦୨୩ ଠାରୁ କର୍ମଚାରୀ, ପେନସନ୍‌ଭୋଗୀଙ୍କୁ ସେମାନଙ୍କ ମୂଳ ବେତନର ଛଅ ପ୍ରତିଶତ ହାରରେ ଡିଏ ପ୍ରଦାନ କରିବାକୁ ବିଜ୍ଞପ୍ତି ଜାରି କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ