Masthead

ବାରବାଟୀରେ ଆଜି ସେଲିବ୍ରେଟି କ୍ରିକେଟ

କଟକ (ବଡ଼ ଖବର ବ୍ୟୁରୋ): ପୁଣି ଝଲସିବ ବାରବାଟୀ । ଆରମ୍ଭ ହୋଇଛି ସେଲିବ୍ରିଟି କ୍ରିକେଟ । ଆଜି ବାରବାଟୀରେ ଖେଳିବେ ସେଲିବ୍ରେଟି । ଦୁଇଟି ମ୍ୟାଚ୍ ଖେଳାଯିବାର ଅଛି। ପ୍ରଥମ ମ୍ୟାଚ୍ ପଞ୍ଜାବ ଦା ସେର ଓ ଭୋଜପୁରୀ ଦବଙ୍ଗସ୍ ମଧ୍ୟରେ ଖେଳାଯିବ । ଅନ୍ୟ ମ୍ୟାଚ୍ ମୁମ୍ବାଇ ହିରୋଜ୍ ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ଖେଳାଯିବ । ଅଭିନେତା ସୋନୁ ସୁଦ ପଞ୍ଜାବ ସେଲିବ୍ରିଟି ଟିମର ଅଧିନାୟକ ଅଛନ୍ତି । ଅଭିନେତା ଓ ବିଜେପି ସାଂସଦ ମନୋଜ ତିୱାରୀ ଭୋଜପୁରୀ ଦବଙ୍ଗସର ଅଧିନାୟକ ଅଛନ୍ତି ।

ରୀତେଶ ଦେଶମୁଖ ମୁମ୍ବାଇ ହିରୋଜ ଟିମର ଅଧିନାୟକ ଦାୟିତ୍ବ ସମ୍ଭାଳୁଥିବା ବେଳେ ଯିଶୁ ସେନଗୁପ୍ତ ବେଙ୍ଗଲ ଟାଇଗସ୍ ଟିମର ଅଧିନାୟକ ଭାର ସମ୍ଭାଳୁଛନ୍ତି । ତେବେ ଗତକାଲି ସେଲିବ୍ରେଟୀମାନେ ବାରବାଟୀରେ ଫ୍ଲଡ୍ ଲାଇଟରେ ଅଭ୍ୟାସ କରିଥିଲେ। ବାର ବାଟୀରେ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଥିବାରୁ ଖୁସି ଥିବା କହିଛନ୍ତି ପଞ୍ଜାବ ସିନେ କଳାକାର ଦକ୍ଷ ଅଜିତ ସିଂ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା