Masthead

୨୦୨୧ ପାଇଁ ବେଷ୍ଟ ଆଚିଭର ଆୱାର୍ଡରେ ସମ୍ମାନିତ ହେଲେ ଚଣ୍ଡୀପ୍ରସାଦ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ଜନ୍ମ ଶୀକ୍ଷେତ୍ର ପୁରୀ, କର୍ମକ୍ଷେତ୍ର କିନ୍ତୁ କେନ୍ଦୁଝର। ସ୍କୁଲ ସମୟରେ ସ୍କାଉଟ, ରେଡ଼କ୍ରସ ସହିତ ଜଡ଼ିତ ହୋଇ ବିଭିନ୍ନ ସେବା କାର୍ଯ୍ୟ କରିବା ସହ ଯୁବାବସ୍ଥାରେ ନେହରୁ ଯୁବକେନ୍ଦ୍ର ଜାତୀୟ ସେବା ଯୋଜନାରେ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସେବା ଯୋଗାଇ ବିଭିନ୍ନ ସଂସ୍ଥା ତରଫରୁ ସମ୍ମାନିତ ହୋଇଛନ୍ତି। ୨୦୦୮ରୁ ସେ କେନ୍ଦୁଝରରେ ପ୍ରତିଷ୍ଠା କଲେ ଭିନ୍ନକ୍ଷମ ପିଲାଙ୍କ ପାଇଁ ଏକ ସ୍ଵତନ୍ତ୍ର ବିଦ୍ୟାଳୟର ପ୍ରୟାସ ।

କୌଣସି ନିରାଶ୍ରୟ ହେଉ କି ଭିନ୍ନକ୍ଷମ ଲୋକଟି ଅସୁବିଧାରେ ଥିଲେ ଜିଲ୍ଲାରେ ଚଣ୍ଡୀବାବୁଙ୍କୁ ହିଁ ଖୋଜାପଡେ । କୌଣସି ଉଦ୍ଦେଶ୍ୟ ନଥାଇ ଲୋକଙ୍କ ସେବା କରୁ କରୁ  ସୃଷ୍ଟି ହୋଇଥିଲା ଏକ ସ୍ଵତନ୍ତ୍ର ପରିଚୟ । ବିଭିନ୍ନ ଅନୁଷ୍ଠାନ ତରଫରୁ ସେ ପାଇଲେ ଅନେକ ସ୍ଵୀକୃତି ଓ ସମ୍ମାନ । ଶେଷରେ ଜାତୀୟସ୍ତରର ମ୍ୟାଜିକ ବୁକ ଅଫ ରେକର୍ଡରେ ତାଙ୍କ ନାମସ୍ଥାନ ପାଇଛି । ଏହି ଖ୍ୟାତନାମା ସମାଜସେବୀ ହେଉଛନ୍ତି ଚଣ୍ଡୀପ୍ରାସ ପଟ୍ଟନାୟକ ।  ୨୦୨୧ ପାଇଁ ବେଷ୍ଟ ଆଚିଭର ଆୱାର୍ଡ ସମ୍ମାନିତ ହୋଇଛନ୍ତି। କେବଳ ସମାଜସେବା ନୁହେଁ ଚଣ୍ଡୀପ୍ରସାଦ ଏବେ ରାଜ୍ୟର ଅଗ୍ରଣୀଓଏକମାତ୍ର ନିରପେକ୍ଷ ଟିଭିଚ୍ୟାନେଲ ବଡଖବରର କେନ୍ଦୁଝର ଜିଲ୍ଲା ପ୍ରତିନିଧି ଭାବରେ କାର୍ଯ୍ୟ କରୁଛନ୍ତି।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା