Masthead

ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କୋଚ ଚୟନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କୋଚ ଚୟନ । ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ମୋଟ ୧୦ ଜଣ କୋଚଙ୍କୁ ଚୟନ କରାଯାଇଛି । ସେମାନେ ହେଲେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ବର୍ଗରେ ଟିପି ଓସେଫ୍ (ଆଥଲେଟିକ୍ସ), ସରକାର ତଲୱାର (କ୍ରିକେଟ୍), ସରପଲ ସିଂ (ହକି), ଆଶାନ କୁମାର (କବାଡି) ଏବଂ ତପନ କୁମାର ପାନିଗ୍ରାହି (ସନ୍ତରଣ)ଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି । ନିୟମିତ ଦ୍ରୋଣାଚାର୍ୟ୍ୟ ବର୍ଗରେ ବିଜେତାମାନେ ହେଉଛନ୍ତି ରାଧାକୃଷ୍ଣନ୍ ନାୟାର ପି (ଆଥଲେଟିକ୍ସ), ସାନ୍ଧ୍ୟା ଗୁରୁଙ୍ଗ (ବକ୍ସିଂ), ପ୍ରୀତମ ସିୱାଚ୍ (ହକି), ଜୟ ପ୍ରକାଶ ନୌଟିଆଲ୍ (ପାରା ଶୁଟିଂ) ଏବଂ ସୁବ୍ରମଣ୍ୟମ୍ ରମଣ (ଟେବୁଲ୍ ଟେନିସ୍), ପୂର୍ବତନ ବିଶ୍ୱ ତଥା ଏସୀୟ ଚାମ୍ପିଅନ୍ ବକ୍ସର ଲେଖା କେସି, ଅଭିଜିତ୍ କୁଣ୍ଟେ (ଚେସ୍), ଦବିନ୍ଦର ସିଂ ଗାରଚା (ହକି) ଏବଂ ବିକାଶ କୁମାର (କବାଡି), ସଞ୍ଜନ୍ ସିଂ (ରେସଲିଂ) ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା