Masthead

ଝାଡୁଦାର ଭରସାରେ ଚାଲିଛି ଚିକିତ୍ସାଳୟ

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ଡାକ୍ତରଖାନାକୁ ଆସୁନାହାନ୍ତି ଡାକ୍ତର । ଝାଡୁଦାର ଦେଉଛନ୍ତି ଔଷଧ । ଝାଡୁଦାରଙ୍କ ଭରସାରେ ଚାଲିଛି ଚିକିତ୍ସାଳୟ। ନୂଆପଡ଼ାର କୁଲିଆଆବନ୍ଧାରେ ଥିବା ହୋମିଓପ୍ୟାଥି ଚିକିତ୍ସାଳୟକୁ ଦିନ ଥିଲା ପଡୋଶୀ ଛତିଶଗଡ଼ରୁ ବି ରୋଗୀ ଆସୁଥିଲେ । ହେଲେ ଏବେ ଜଣେ ଝାଡୁଦାର ହିଁ ରୋଗୀଙ୍କ ସାହା ଭରସା ପାଲଟିଛନ୍ତି ।

୧୯୮୦ ମସିହାରୁ ଖୋଲାଯାଇଥିବା ଏହି ଚିକିତ୍ସାଳୟକୁ ଗତ ୭ ବର୍ଷ ହେଲା ଡାକ୍ତର ଆସୁନାହାନ୍ତି । ପ୍ରତ୍ୟେକ ଦିନ କିନ୍ତୁ କିଛି କିଛି ରୋଗୀ ଆସନ୍ତି। ଡାକ୍ତର ଆସୁ ନଥôବାରୁ ଝାଡୁଦାର ହିଁ ଔଷଧ ଦେଇଥାନ୍ତି। ଦାୟିତ୍ୱରେ ଥିବା ଡାକ୍ତର ଅନ୍ୟ ଏକ ଚିକିତ୍ସାଳୟ ଦାୟିତ୍ୱରେ ଥିବାରୁ ଏଠାକୁ ନିୟମିତ ଆସୁନଥିବା ଅଭିଯୋଗ ହୋଇଛି । ସପସତାହରେ ଥରେ ଡାକ୍ତର ଆସୁଥିବା ଗାଁ ଲୋକେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ