Masthead

ପୁରୁଣା ଇଟା ନୂଆ ପାଚେରି

ବଡ଼ସାହି (ବଡ଼ ଖବର ବ୍ୟୁରୋ): ବଡ଼ସାହି ବ୍ଲକ ଅଧିନ ମାଣତ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟର ନୁତନ ପାଚାରି ନିର୍ମାଣରେ ବ୍ୟାପକ ଅନିମିୟତା ଅଭିଯୋଗ। ପୁରୁଣା ପାଚେରୀ କୁ ଭାଙ୍ଗି ସେହି ପୁରୁଣା ଇଟା କୁ ନୂଆ କାମରେ ଠିକାଦାର ବ୍ୟବହାର କରୁଥିବାର ଅଭିଯୋଗ ଆସିଛି। ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅଧିନ ମାଣତ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟର ନୁତନ ପାଚେରୀ ନିର୍ମାଣ କାର୍ୟ୍ୟ ଞଊଇ ବିଭାଗ ତରଫରୁ କରାଯାଉଛି। ତେବେ ଗ୍ରାମବାସୀ ଙ୍କ ଅଭିଯୋଗ ମୁତାବକ ପୁରୁଣା ପାଚେରୀ ଭାଙ୍ଗି ନୂତନ ପାଚେରୀ ହବା ପାଇଁ ନିୟମ ଥିଲେ ମଧ୍ୟ ଠିକାଦାର ପୁରୁଣା ଇଟାକୁ ଲଗାଇ କାମ କରୁଥିବା ବେଳେ ଗ୍ରାମବାସୀ ବିରୋଧ କରିଛନ୍ତି। ଅନ୍ୟପଟେ ଗ୍ରାମବାସୀ ଅଭିଯୋଗ କରିବା ଫଳରେ ଓଞଊଇ ଯନ୍ତ୍ରୀ ସୁରାୟ ମୁର୍ମୁ ଗ୍ରାମବାସୀ ଙ୍କୁ ଓଲଟା ଧମକ ଦେଇଛନ୍ତି । ତେବେ ପୁରୁଣା ଇଟାରେ କାମ ହେବା ଏବଂ ଯନ୍ତ୍ରୀ ଙ୍କ ଏଭଳି ବ୍ୟବହାର ସାଧାରଣ ରେ ତୀବ୍ର ବିରୋଧ ଦେଖାଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ