Masthead

କରୋନା ଓ ଡେଲ୍ଟା ଉଭୟଙ୍କ କ୍ଷେତ୍ରରେ ପ୍ରଭାବଶାଳୀ କୋଭାକ୍ସିନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତ ବାୟାଟେକ କୋଭାକ୍ସିନ ଏହାର ଅନ୍ତିମ ତଥା ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ କରିଛି । ହାଇଦ୍ରବାଦରେ ଥିବା ଭାରତ ବାୟୋଟେକର କମ୍ପାନୀ ଏନେଇ ସବିଶେଷ ତଥ୍ୟ ପ୍ରଦାନ କରିଛି । ଏଥିରେ କୁହାଯାଇଛି ଯେ, କୋଭାକ୍ସିନ ଉଭୟ କରୋନା ଓ ଡେଲ୍ଟା ଭାରିଆଣ୍ଟଙ୍କ ରୋଗୀଙ୍କ କ୍ଷେତ୍ରରେ ଅଧିକ ପ୍ରଭାବଶାଳୀ । ତଥ୍ୟ ଅନୁସାରେ ଏହା କରୋନା ବିରୋଧରେ ୭୭.୮% ପ୍ରଭାବଶାଳୀ ହୋଇଥିବା ବେଳେ ଡେଲ୍ଟା ବିରୋଧରେ ୬୫.୨% ପ୍ରଭାବଶାଳୀ ରହିଥିବା ଜଣାପଡ଼ିଛି ।

ପ୍ରି-ପ୍ରିଣ୍ଟ ତଥ୍ୟକୁ ଦର୍ଶାଇ ଭାରତ ବାୟୋଟେକ୍ କହିଛନ୍ତି ଯେ ଲକ୍ଷଣଗତ କରୋନା ରୋଗୀଙ୍କ ବିରୋଧରେ ଏହାର କୋଭାକ୍ସିନ୍ ୭୭.୮ ପ୍ରତିଶତ ପ୍ରଭାବଶାଳୀ ଅଟେ । ଏଥି ସହିତ, କୋଭୋସିନ୍ କରୋନା ଗୁରୁତର ରୋଗୀଙ୍କ ବିରୋଧରେ ୯୩.୪ ପ୍ରତିଶତ ପ୍ରଭାବଶାଳୀ ଅଟେ । ଏଥିସହ, ଏହା କରୋନାର ଡେଲ୍ଟ ପ୍ରକାରଗୁଡିକ ବିରୋଧରେ ୬୫.୨% ପ୍ରଭାବଶାଳୀ । ଭାରତ ବାୟୋଟେକ୍ ୧୩୦ଟି କରୋନା ମାମଲାରେ ଏହି ପରୀକ୍ଷା କରିଛି । ଏହାର ଶେଷ ପର୍ୟ୍ୟାୟ ତଥ୍ୟର ବିଶ୍ଳେଷଣ ଅନୁଯାୟୀ କମ୍ପାନୀ କହିଛି ଯେ କରୋନା ରୋଗୀଙ୍କ ବିରୋଧରେ କୋଭାକ୍ସିନ ୬୩.୬ % ପ୍ରଭାବଶାଳୀ ଅଟେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି