Masthead

ଜଳେଶ୍ୱରରେ ଗୋ-ଚାଲାଣ ବେଳେ ଉତ୍ତେଜନା

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଗ୍ରାହକଙ୍କୁ ଠକିଲା ଟାଟା ପାୱାର । ନକଲି ବିଦ୍ୟୁତ୍ ବିଲ ଦେଇ ଗ୍ରାହକଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଠକି ନେଇଥିଲେ ଟାଟା ପାୱାର ଅଧିକାରୀ । ଠକ ଅଧିକାରୀଙ୍କୁ ଗିରଫ କରିଛି ବାଲେଶ୍ବର ସଦର ପୋଲିସ । ବାଲେଶ୍ବର ଅଞ୍ଚଳର ଗ୍ରାହକଙ୍କୁ ଠକିଥିଲେ ବାଲେଶ୍ବର ଟାଟା ପାୱାର କମର୍ସିଆଲ ସେକ୍ସନ୍ ଇଞ୍ଜିନିୟର । ଟାଟା ପାୱାରର କମର୍ସିଆଲ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ଜେନା ।

ନକଲି ବିଦ୍ୟୁତ୍ ବିଲ୍ ଦେଇ ୧୫ ଲକ୍ଷ ଟଙ୍କା ଠକିଥିଲେ । ଏହି ଘଟଣାକୁ ନେଇ ଟାଟା ପାୱାରର ଅଧିକ୍ଷଣ ଜେ଼ଇଙ୍କ ଅଭିଯୋଗ ପରେ ଠକ ଅରୁଣ କୁମାର ଜେନାଙ୍କୁ ଗିରଫ କରାଯାଇଛି । ବିଦ୍ୟୁତ ଗ୍ରାହକଙ୍କୁ ନକଲି ବିଦ୍ୟୁତ୍ ବିଲ ଦେଇ ଗିରଫ ହୋଇଥିବା ଟାଟା ପାୱାରର କର୍ମଚାରୀ ଅରୁଣ କୁମାର ଜେନାଙ୍କ ଘର ଯାଜପୁର ଅଣିକଣା ଗ୍ରାମରେ । ଠକ ଅରୁଣ କୁମାର ଜେନା କେବଳ ଜଣଙ୍କ ଠାରୁ ଠକି ନାହାନ୍ତି । ଏକାଧିକ ବିଦ୍ୟୁତ୍ ଗ୍ରାହକଙ୍କୁ ନକଲି ବିଦ୍ୟୁତ ବିଲ୍ ଦେଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ସୂଚନା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?