ରାଜୁ ଦାସଙ୍କୁ ଅଧା ବାଟରେ ଅଟକାଇଲେ ବିଜେପି କର୍ମୀ

ସୋର (ବଡ଼ ଖବର ବ୍ୟୁରୋ): ରାଜୁ ଦାସଙ୍କୁ ଅଧା ରାସ୍ତା ଅଟକ ରଖିଛନ୍ତି ସୋର ବିଜେପି କର୍ମୀ। ସୋରକୁ ପଶିବା ବାଟରେ ଜୋରଦାର କର୍ମୀମାନେ ବିରୋଧ କରିଥିବା ଦେଖିବାକୁ ମିଳିଛି। ଗତ ୨ତାରିଖରେ ବିଜେପି ଦଳ ପକ୍ଷରୁ ସୋର ନିର୍ବାଚନମଣ୍ଡଳି ନିମନ୍ତେ ରାଜୁ ଦାସଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରାଯାଇଥିଲା।

ଆଜି ରାଜୁ ଦାସ ପ୍ରଥମ କରି ସୋର ନିର୍ବାଚନମଣ୍ଡଳିକୁ ଆସିଥିବା ବେଳେ ଜାତୀୟ ରାଜପଥ ମାଆ ତାରିଣୀ ମନ୍ଦିର ନିକଟରେ ପୂଜାର୍ଚ୍ଚନା କରୁଥିବା ବେଳେ ସୋର ବିଜେପି କର୍ମୀମାନେ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଗୋ-ବ୍ୟାକ ଗୋ-ବ୍ୟାକ ନାରା ଦେଇ ତାଙ୍କ ବିରୋଧ କରିଛନ୍ତି। ଯେତେ ପର୍ଯ୍ୟନ୍ତ ଏହି ଘଟଣା ସମାଧାନ ହୋଇ ନାହିଁ ସେତେ ପର୍ଯ୍ୟନ୍ତ ରାଜୁ ଦାସ ସୋର ମାଟି ନପଶିବାକୁ କର୍ମୀମାନେ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ