Masthead

ଚାକିରି କରାଇଦେବା ନାଁରେ ଲୁଟିନେଲେ କୋଟି କୋଟି ଟଙ୍କା

ବ୍ରହ୍ମଗିରି(ବଡ଼ ଖବର ବ୍ୟୁରୋ): ଚାକିରି କରାଇଦେବା ନାଁରେ ଲୁଟିନେଲେ କୋଟି କୋଟି ଟଙ୍କା । ବ୍ରହ୍ମଗିରି ଥାନାରେ ଏତଲା ଦେଲେ ୧୦ ଯୁବକ ଯୁବତୀ। ପୁରୀ ଜଗନ୍ନାଥ ମେଡିକାଲ କଲେଜରେ ଚାକିରି କରାଇଦେବା ନାଁରେ ଲୁଟୁଥିଲେ ଟଙ୍କା । ବ୍ରହ୍ମଗିରିର ୧୦ରୁ ଉଦ୍ଧ୍ୱର୍ ଯୁବକ ଯୁବତୀଙ୍କ ଠାରୁ ଦଲାଲ ଲୁଟୁଥିଲେ କୋଟି କୋଟି ଟଙ୍କା । ଲୁଟର ପ୍ରୋସେଶ ଥିଲା ସମ୍ପୁର୍ଣ୍ଣ ଭିନ୍ନ । ପ୍ରଥମେ ପ୍ରଲୋଭନ ଦେଖାଇ ଅଳ୍ପ କିଛି ଟଙ୍କା ନେଉଥିଲେ।

ପରେ ଜାଲ୍ ନିଯୁକ୍ତିପତ୍ର ଦେଇ ହାତେଉଥିଲେ ଲକ୍ଷାଧିକ ଟଙ୍କା। ହଜାର କି ଦୁଇ ହଜାର ନୁହେଁ । କୋଟି କୋଟି ଟଙ୍କା ନେଇ ଅଏସ କରୁଥିଲେ ଦଲାଲ। ବ୍ରହ୍ମଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ୧୦ରୁ ଅଧିକ ଯୁବକ ଯୁବତୀ । ଏତଲା ଦେବାପରେ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ । ।ଲୁଟେରାଙ୍କ ଟାର୍ଗେଟରେ ଶିକ୍ଷିତ ଯୁବକ ଯୁବତୀ । ଭୁବନେଶ୍ୱରରୁ ବ୍ରହ୍ମଗିରି ପର୍ଯ୍ୟନ୍ତ ଲୁଟେରାଙ୍କ ଚେର ଲମ୍ବିଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା