Masthead

ପଦାରେ ପଡିଲା ବିଜେଡିର ଗୋଷ୍ଠୀ କନ୍ଦଳ

ଦଶପଲ୍ଲା (ବଡ଼ ଖବର ବ୍ୟୁରୋ): ଦଶପଲ୍ଲା ଏନଏସିରେ ଚାଲିଛି ଫଳକ ରାଜନୀତି ।ଫଳକ ଉଦଘାଟନକୁ ନେଇ ଦଶପଲାରେ ବିଧାୟକ-ଏନଏସି ଅଧ୍ୟକ୍ଷା ମୁହାମୁହିଁ ହୋଇଛନ୍ତି । ଦଶପଲ୍ଲା ଏନଏସିର ୧୨ ନମ୍ବର ୱାର୍ଡ ଓ ୧ ନମ୍ବରରେ କଲ୍ୟାଣ ମଣ୍ଡପ ପାଇଁ ଶୁଭ ଉଦଘାଟନ ହୋଇଥିଲା । ଏଥିରେ ଏନଏସିର ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ ଓ କଛି କାଉସିଲର ମିଶି ଶୁଭ ଦେଇଥିଲେ । କିନ୍ତୁ ଆଉକିଛି କାଉସିଲରକୁ ଧରି ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ ନାମ ଫଳକକୁ ନେଇ ଦଶପଲ୍ଲା ଥାନାରେ ଏତଲା ଦେଇଛନ୍ତି । ୨ ଟି କାମକୁ ୨ ଥର ଉଦଘାଟନକୁ ନେଇ ଦଶପଲ୍ଲା ବିଜେଡିରେ ଗୋଷ୍ଠୀ କନ୍ଦଳ ପଦାରେ ପଡି ହାଟରେ ଗଡୁଛି । ସେପଟେ ଏହାକୁ ନେଇ ବଧାୟକ କହିଛନ୍ତି ଆମେ ଫଳକ ରାଜନୀତି କରୁନାହୁଁ , ଆମେ ଲୋକମାନଙ୍କ ସେବାରେ ଅଛୁ । ଅନ୍ୟପକ୍ଷେ ଅଧ୍ୟକ୍ଷ କହିଛନ୍ତି ଏହା ଏନଏସିର କାମ ସେଥିପାଇଁ ଆମେ ଉଦଘାଟନ କରିଛୁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା