Masthead

ଖଣ୍ଡାଧାର ଜଳପ୍ରପାତରୁ ପଡ଼ି ଯୁବକ ମୃତ

କୋଇଡ଼ା  (ବଡ଼ ଖବର ବ୍ୟୁରୋ): ଖଣ୍ଡାଧାର ଜଳପ୍ରପାତରୁ ପଡ଼ି ଯୁବକ ମୃତ । ସୁନ୍ଦରଗଡ ଜିଲ୍ଲା ଖଣ୍ଡାଧାର ଜଳପ୍ରପାତର ବାରସୁଆଁ ପଟ ଉପର ଭାଗରେ କାଲଟା ଝିରପାଣିରେ ଘଟିଛି ଅଘଟଣ । ମୃତକ ହେଲେ ଲେପା ମୁର୍ମୁ । ଖଣ୍ଡାଧାର ଜଳ ପ୍ରପାତ ଠାରେ ଗାଧୋଉଥିବା ସମୟରେ ଲେପା ମୁର୍ମୁଙ୍କ ଅସାବଧାନତା ଯୋଗୁ ଖସିଯାଇଥିଲା ।

ଜଳପ୍ରପାତ ପାହାଡ ମଧ୍ୟ୍ୟ ଭାଗରେ ପଥରରେ ପିଟି ହୋଇ ମୁତ୍ୟୁ ବରଣ କରିଥିବା ସୂଚନା ରହିଛି । ମୃତଦେହକୁ ଉଦ୍ଧାର ପାଇଁ ଟେନସା ଫାଣ୍ଡି ଅଧିକାରୀ ଏବଂ ଅଗ୍ନିଶମ ବାହିନୀ ପ୍ରୟାସ ଯାରି ରଖିଛି । ରାତି ପାଇଁ ଉଦ୍ଧାର କାର୍ୟ୍ୟ ସ୍ତଗିତ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ