Masthead

ଦୁଇ ବ୍ୟବସାୟୀଙ୍କ ମୃତ୍ୟୁ, ରାସ୍ତା ଅବରୋଧ

ସଇଁତଳା(ବଡ଼ ଖବର ବ୍ୟୁରୋ): ଦୁର୍ଘଟଣାରେ ଚାଲିଗଲା ଦୁଇ ବ୍ୟବସାୟୀଙ୍କ ଜୀବନ । ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ୨୬ ନଂ ଜାତୀୟ ରାଜପଥର ଲୁହୁରାପାଳି ଛକରେ ସକାଳୁ  ସଡ଼କ ଦୁର୍ଘଟଣା ଘଟିଯାଇଛି । ଏଥିରେ ଦୁଇ ମିଠା ବ୍ୟବସାୟୀ ସୁବଳ ସାହୁ ଓ ଦେବାଶିଷ ସାହୁଙ୍କର ମୃତ୍ୟୁ ହେବା ସହ ଅନ୍ୟଜଣେ ଗୁରୁତର ଥିବା ଜଣା ପଡ଼ିଛି । ଦୁଇ ବ୍ୟବସାୟୀ ଏକ ଅଟୋ ଯୋଗେ ସିସକେଲାରୁ କୁଇକେଡ଼ାକୁ ମିଠା ବିକ୍ରି ପାଇଁ ଆସୁଥିଲେ ।

ଏହି ସମୟରେ ସମ୍ନାପଟୁ ଆସୁଥିବା ଏକ ଟ୍ରକ ଅଟୋ ସହ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଟ୍ରକ ଡ୍ରାଇଭର ମଧ୍ୟ ଅହାତ ଥିବା ଜଣା ପଡ଼ିଛି । ମୃତକଙ୍କୁ କ୍ଷତିପୂରଣ ଦାବିରେ ପରିବାର ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ