Masthead

ଦିଲ୍ଲୀରେ ପ୍ରବାସୀ ଓଡ଼ିଆଙ୍କ ସ୍ୱାଧୀନତା ଦିବସ ପାଳନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିଲ୍ଲୀ, ଲାଡୋସରାଇ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ପ୍ରବାସୀ ଓଡ଼ିଆ ସଙ୍ଗଠନ “ପ୍ରଗତି ଓଡ଼ିଆ ସମାଜ” ଦ୍ୱାରା ୭୫ତମ ସ୍ୱାଧୀନତା ଦିବସ ଅତି ଆଡ଼ମ୍ବରରେ ପାଳନ କରାଯାଇଥିଲା । ଏହି ଉତ୍ସବରେ ସଂସ୍ଥାର ସଭାପତି- ସୋମନାଥ ସ୍ୱାଇଁ, ଉପସଭାପତି- ବିଭୁତି ବେହେରା ଉତ୍ସବ କୁ ପରିଚାଳନା କରିଥିଲେ

ପ୍ରମୋଦ ବାରିକ, ଦେବାଶିଷ ବାବୁ, ଭାଗିରଥି ମହାରଣା, ସୁଶାନ୍ତ ବିଶ୍ୱାଳ, ସଞ୍ଜୟ ନାୟକ, ଅଭିରାମ ସାମଲ, ରଘୁନାଥ ମଳିକ, ଦୁର୍ଗା ଧଳ, ଗୌତମ ବାବୁ, ଧ୍ରୁବ ବାବୁ, ମହେନ୍ଦ୍ର ବାବୁ ଏବଂ ଅନ୍ୟ ୨୦୦ ରୁ ଉର୍ଦ୍ଧ୍ବ ଓଡ଼ିଆ ଭାଇ ଓ ଭଉଣୀମାନେ ଉପସ୍ଥିତ ରହି ପ୍ରଗତି ଓଡ଼ିଆ ସମାଜର ପ୍ରଗତି ରଥକୁ ଆଗକୁ ବଢ଼େଇ ନେବାକୁ ସଂକଳ୍ପ କରିଥିଲେ, ଏହି ଉତ୍ସବ ରେ ସଭାପତି ଜାତୀୟ ପତାକା ଉତ୍ତୋଳନ କରିଥିଲେ, ପରିଶେଷରେ, ସଭାପତି ଏବଂ ସମ୍ପାଦକ ଅଭିଭାଷଣ ଦେଇଥିଲେ, ମିଷ୍ଟାନ୍ନ ଭୋଜନ ସହ ଉତ୍ସବ ସୁରୁଖୁରୁରେ ସମ୍ପାଦନା ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ