Masthead

ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ

ଯାଜପୁର (ବଡ଼ ଖବର ବ୍ୟୁରୋ):  ଯାଜପୁର ଜିଲ୍ଲାରେ ଝାଡାବାନ୍ତି ସ୍ଥିତିରେ ଲାଗୁନି ବ୍ରେକ । ଲୋକେ ହେଉଛନ୍ତି ଆଉଟ ପାଉଟ । ଯାଉଛି ମୂଲ୍ୟବାନ ଜୀବନ । ତାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ନେଲା କଠୋର ନିଷ୍ପତ୍ତି । ସରକାରୀ ଛୁଟିକୁ ବାତିଲ ଘୋଷଣା । ଜୁନ ୧୪ରୁ ୧୬ତାରିଖ ଯାଏଁ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ଦିନରେ ଅଫିସ ଆସି କାର୍ଯ୍ୟ କରିବାକୁ  ନିର୍ଦେଶ  । ଯାଜପୁରରେ ଅଣଆୟତ ହେବାକୁ ବସିଛି ଡାଇରିଆ ସ୍ଥିତି ।

ଆକ୍ରାନ୍ତଙ୍କ ସଂଖ୍ୟା ଧିରେଧିରେ ବୃଦ୍ଧିପାଇବାରେ ଲାଗିଛି । ଦୂଷିତ ଜଳ ପାଇଁ ଯାଜପୁର ଜିଲ୍ଲାର ଅଧିକାଂଶ ଲୋକେ ଡ଼ାଇରିଆରେ ସଂକ୍ରମିତ ହେଉଥିବା କୁହାଯାଉଛି । ହସ୍ପିଟାଲରେ ଆହତଙ୍କର ଚିକିତ୍ସା ଚାଲିଥିବା ବେଳେ ଅନେକଙ୍କର ମୃତ୍ୟୁ ଘଟିଛି  ଯାଜପୁର ଜିଲ୍ଲାରେ ପାଖାପାଖି ଆକ୍ରନ୍ତଙ୍କ ସଂଖ୍ୟା ୬୦୦ରୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୬କୁ ଛୁଇଁଥିବା ସୂଚନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ