Masthead

ଡାକ୍ତରଙ୍କ ଅବହେଳା ଯୋଗୁ ଚାଲିଗଲା ନିରୀହ ଜୀବନ

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ଚିକିତ୍ସା ଅବହେଳାରୁ ଗଲା ନିରୀହ ଶିଶୁର ଜୀବନ ।ଏଭଳି ଅଭିଯୋଗ କରିଛନ୍ତି ପରିବାର ଲୋକେ । ମୃତକ ହେଲେ ପୁଇଁତଲା ଥାନା ବୁବେଲ ଗାଁର ଗୋପାଳ ନାଏକଙ୍କ ତିନି ବର୍ଷର ପୁଅ ମୃତ୍ୟୁଞ୍ଜୟ ନାଏକଙ୍କ । ଡାକ୍ତର ଓ ନର୍ସଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ଶିଶୁର ମୃତ୍ୟୁ ହୋଇଥିବା ବାପା ଓ ସଂର୍ପକୀୟ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ତିନିଦିନ ତଳେ ମୃତ୍ୟୁଞ୍ଜୟଙ୍କ ଝାଡା ହେଉଥିବାରୁ ଭୀମଭୋଇ ମେଡିକାଲକୁ ଆଣିଥିଲେ ପରିବାର ଲୋକେ ।

ହେଲେ ଡାକ୍ତର ଫେରାଇ ଦେଇଥିଲେ। ଗତକାଲି ମଧ୍ୟ ଶିଶୁର ସ୍ବାସ୍ଥ୍ୟ ଗୁରୁତର ହୋଇଥିଲେ ମଧ୍ୟ ଡାକ୍ତର ଦେଖିନଥିଲେ। ରାତି ୧୧ଟାରେ ରାଉଣ୍ଡରେ ହିଁ ଦେଖିଥିଲେ। କିନ୍ତୁ ଟେଷ୍ଟ ଓ ଆନୁସଂଙ୍ଗିକ ଚିକିତ୍ସା ଦେବା ଅବହେଳା ଯୋଗୁଁ ପୁଅର ମୃତ୍ୟୁ ହୋଇଥିବା ଶିଶୁର ବାପା ଓ ଶିଶୁର ମାମୁଁ ଅଭିଯୋଗ କରିଛନ୍ତି। ସେପଟେ ଡାକ୍ତର ଅବହେଳାରୁ ଶିଶୁ ମୃତ୍ୟୁ ଘଟଣାରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା