Masthead

ଏସଆଇଙ୍କ ଉପରେ ଗାଡ଼ି ଚଢ଼ାଇଦେଲା ଡ୍ରାଇଭର

ବରଗଡ଼ (ବଡ଼ ଖବର ବ୍ୟୁରୋ): ପୁଲିସ ସବ୍‌ଇନିସପେକ୍ଟରଙ୍କ ଉପରେ ଗାଡ଼ି ଚଢ଼ାଇଦେଲା ଡ୍ରାଇଭର । ଅଳ୍ପକେ ବର୍ତ୍ତିଗଲା ପୁଲିସ ବାବୁଙ୍କ ଜୀବନ । ସୋହେଲା ଦଶମାଇଲ ଲେବଡି ଛକରେ ବୋଲେରୋ ଧକ୍କାରେ ଏସଆଇ ଗୁରୁତର ।  ଏମଭି ଯାଞ୍ଚ ବେଳେ ସୋହେଲା ଥାନା ଏସଆଇଙ୍କୁ ଧକ୍କା ଦେଲା ଗାଡିା  ଧକ୍କା ଦେବାପରେ ଘଟଣା ସ୍ଥଳରୁ ଗାଡି ଛାଡି ଫେରାର ମାରିଲା ଡ୍ରାଇଭର ।

  ଗୁରୁତର ଅବସ୍ଥାରେ  ସୋହେଲା ଥାନାର ସବ ଇନ୍ସପେକ୍ଟର ଅମିତ ଧଳଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ତାଙ୍କର ଅଣ୍ଟା ଓ ଜଙ୍ଘରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ସବ ଇନ୍ସପେକ୍ଟର ଜଣଙ୍କ ହସ୍ପିଟାଲ ରେ ଏବେ ମଧ୍ୟ୍ୟ ଚିକିତ୍ସା ଚାଲୁଅଛି । ଅନ୍ୟପଟେ ଯେଉଁ ବୋଲେରୋ ଗାଡିଟି ପୁଲିସ ଏସ.ଆଇଙ୍କୁ ଧକ୍କା ଦେଇଛି, ସେହି ଗାଡ଼ିର ମାଲିକ କିଏ, ଡ୍ରାଇଭର କିଏ, ତାକୁ ଖୋଜାଚାଲିଛି । ତେବେ ଯୋଜନାବଦ୍ଧ ଭାବେ ଏସଆଇ ଅମିତ୍ ଧଳଙ୍କୁ ଗାଡ଼ି ମଡ଼ାଇ ଦିଆଯାଇଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ