Masthead

ଚାନ୍ଦବାଲିରେ ବିଜେପି-ବଜେଡି ମୁହାଁମୁହିଁ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ରାଜନୀତି ଏବେ ସରଗରମ । ଚାନ୍ଦବାଲିରେ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି । ବିଜେପି କାର୍ଯ୍ୟକ୍ରମକୁ ବିଜେଡି କାଉଣ୍ଟର କରିଥିବା ବେଳେ ବିଜେଡି କାର୍ଯ୍ୟକ୍ରମକୁ କାଉଣ୍ଟର କରିଛି ବିଜେପି । ଚଳିତ ମାସ ୨୪ତାରିଖ ଦିନ ବିଜେପି ଜନଆକ୍ରୋଶ କାର୍ଯ୍ୟକ୍ରମ ମାଧ୍ୟମରେ ଚାନ୍ଦବାଲି ବ୍ଲକ ଘେରାଉ କରିଥିଲା । ବ୍ଲକ ଘେରାଉ ବେଳେ କିଛି ବିଜେପି କର୍ମୀ ବ୍ଲକ ପରିସରରେ ଭଙ୍ଗାରୁଜା ମଧ୍ୟ କରିଥିଲେ । ଏହାକୁ ବିରୋଧ କରି ଆଜି ଚାନ୍ଦବାଲି ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ କୁଷ ପୁତ୍ତଳିକା ଦାହ କରାଯାଇଛି ।

ଅନ୍ୟପଟେ ଦେଖୁବାକୁ ଗଲେ ଚାନ୍ଦବାଲି ବିଜେପି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜୁ ଜନତା ଦଳ ଚାନ୍ଦବାଲି ବ୍ଲକରେ ସମସ୍ତ କାର୍ଯ୍ୟ ଅତି ନିମ୍ନ ମାନର କରିଥିବା ସହ ଚନ୍ଦବାଲି ବ୍ଲକରେ ପିସି ଭାଗ ବଣ୍ଟାକୁ ନେଇ ବିଜେଡି ଦଳ ସାମିଲ ଥିବାରୁ ଆଜି ନିଜର ମାନ ରଖିବାକୁ ରାଜ୍ୟ ବିଜେପି ରାଜ୍ୟ ସଭାପତିଙ୍କ କୁଷ ପୁତ୍ତଳିକା ଦାହ କରିଛନ୍ତି । ଏହି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେପି ପ୍ରତିକ୍ରିୟା ମଧ୍ୟ ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା