Masthead

ଇକ୍ୟୁଏଡରରେ ଭୂକମ୍ପ, ୧୪ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇକ୍ୟୁଏଡର ଏବଂ ଉତ୍ତର ପେରୂରେ ଭୂକମ୍ପ । ଭୂକମ୍ପର ତୀବ୍ରତା ୬.୮ ରହିଛି । ଏହାଦ୍ୱାରା ବଡ ବଡ ଅଟ୍ଟାଳିକା ଏବଂ ବହୁ ଧନ ଜୀବନ ନଷ୍ଟ ହୋଇଯାଇଛି । ଇକ୍ୟୁଏଡରର ରାଷ୍ଟ୍ରପତି ଏକ ଟ୍ୱିଟ ଜରିଆରେ ଶାନ୍ତି ରଖିବା ପାଇଁ କହିଛନ୍ତି । ଆମେରିକା ଭୌଗୋଳିକ ସର୍ବେକ୍ଷଣ ସୂଚନା ଦେଇଛନ୍ତି, ଏହି ଭୂକମ୍ପର ତୀବ୍ରତା ୬.୮ ରହିଛି । ଏହା ଗୁଆୟା ପ୍ରଦେଶର ବାଲାଓ ସହରଠାରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଘଟିଛି।

ଅଧିକାରୀ କହିଛନ୍ତି ଯେ, ଏହି ଭୂକମ୍ପରେ ସୁନାମି ହେବାର ସମ୍ଭାବନା ନାହିଁ। ଇକ୍ୟୁଏଡରର ରିସ୍କ ମ୍ୟାନେଜମେଣ୍ଟ ସେକ୍ରେଟାରିଏଟ୍ ଏକ ବିବୃତ୍ତିରେ କହିଛି ଯେ, ଭୂକମ୍ପ ଯୋଗୁଁ କୁଏଙ୍କା ସହରରେ ଏକ ଗାଡି ଉପରେ କାନ୍ଥ ଭୁଶୁଡି ପଡିଛି। ଯେଉଁଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ମାଚାଲାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ମହଲା ବିଶିଷ୍ଟ ଘର ଭୁଶୁଡି ପଡିଛି। ଆହୁରି ମଧ୍ୟ ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ