ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀରେ ପହଁଚିଲା ଇଭିଏମ । ହାଇଦ୍ରାବାଦରୁ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ୬ଟି ଟ୍ରକରେ ଆସିଛି ଏହି ଇଭିଏମ । ଏଥିରେ ୬୩୦ ଟି ବାକ୍ସରେ ଆସିଛି ୮୨୦୦ ଇଭିଏମ ମେସିନ । ଯେଉଁଥିରେ ବାଲଟ ୟୁନିଟ ୪୧୦୦ ଓ କଣ୍ଟ୍ରୋଲ ୟୁନିଟ ୪୧୦୦ ରହିଛି । ଆଉ ଏହାକୁ ପୁରୀ ତାଳବଣିଆ ଅଂଚଳରେ ଥିବା ଇଭିଏମ ୱୟାର ହାଉସରେ ରଖାଯାଇଛି ।

Leave a Reply

Your email address will not be published. Required fields are marked *