Masthead

ଡେଟ କରୁଛନ୍ତି କି ପରିଣୀତି?

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ବଲିଉଡ ହିରୋଇନ ପରିଣୀତି ଚୋପ୍ରା । ଏବେ ପରିଣୀତିକୁ ନେଇ ଆସିଛି ଏକ ଖବର । ଆପ୍‌ର ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ସହ ଡେଟ କରୁଛନ୍ତି ପରିଣିତି । ପରସ୍ପରକୁ ଡେଟିଂ କରୁଥିବା ନେଇ ଚର୍ଚ୍ଚା ହେଉଛି । ଉଭୟଙ୍କୁ ଏକାଠି ଦେଖିବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ପରିଣୀତି ରାଘବଙ୍କ ସହ ଡିନର କରିଥିଲେ । ଆଉ ଉଭୟ ସାଙ୍ଗ ହୋଇ ଲଞ୍ଚ କରିଛନ୍ତି। ଡିନର ଓ ଲଞ୍ଚ ବେଳେ ଏକାଠି ନଜର ଆସିବା ପରେ ସେମାନଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଥମେ ମୁମ୍ବାଇର ଗୋଟିଏ ବଡ଼ ରେଷ୍ଟୁରାଣ୍ଟରେ ପରିଣୀତି ଓ ରାଘବ ଏକାଠି ଡିନର କରୁଥିବା ବେଳେ ନଜରକୁ ଆସିଥିଲେ।

କିନ୍ତୁ ଏକାଠି ଗୋଟିଏ ଟେବୁଲରେ ବସିଥିଲେ। ଉଭୟ ଧଳା ରଙ୍ଗର ଆଉଟ ଫିଟ ପିନ୍ଧି ବାହାରକୁ ବାହାରିଥିଲେ। କେବଳ ଏତିକି ନୁହେଁ, ଉଭୟ ପୁଣିଥରେ ଲଞ୍ଚ ଡେଟରେ ମଧ୍ୟ ଯାଇଥିଲେ। ସେମାନେ ଲଞ୍ଚ କରି ବାହାରୁ ଥିବା ବେଳେ କ୍ୟାମେରାରେ ସେମାନଙ୍କ ଫଟୋ କଏଦ ହୋଇଛି। ଏଥିର ପରିଣୀତି ଓ ରାଘବ ଗୋଟିଏ ଗାଡ଼ିରେ ଲଞ୍ଚ ସାରି ଯାଇଥିଲେ। କଳା ରଙ୍ଗର ଡ୍ରେସରେ ଥିବା ପରିଣୀତି କ୍ୟାମେରାକୁ ଦେଖି ସ୍ମିତ ହାସ୍ୟ ମଧ୍ୟ ଦେଇଥିଲେ। ଲଞ୍ଚ ଓ ଡିନର ପରେ ଉଭୟ ପରସ୍ପରକୁ ଡେଟିଂ କରୁଥିବା ଚର୍ଚ୍ଚା ଆରମ୍ଭ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା