Masthead

ବାଇଡେନଙ୍କୁ ‘ଅମତ୍ରକ୍ ବାଇଡେନ’ ବୋଲି କିଏ କାହିଁକି ଡାକୁଥିଲେ ଜାଣନ୍ତୁ..

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜୋ ବାଇଡେନଙ୍କୁ ତାଙ୍କ ସମର୍ଥକ ଏବଂ ବିରୋଧୀମାନେ ‘ଅମତ୍ରକ୍ ବାଇଡେନ’ ବୋଲି ଡାକୁଥିଲେ । ଏହା ପଛରେ ଏକ ବଡ଼ ଘଟଣା ଲୁଚିରହିଛି । ୧୯୭୩ ରେ ବାଇଡେନ ସିନେଟର ଭାବରେ ନିର୍ବାଚିତ ହୋଇଥିଲେ । ସେତେବେଳେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ପତ୍ନୀ ଏବଂ ଝିଅଙ୍କର ମୃତ୍ୟୁ ଘଟିଥିଲା ଓ ଦୁଇ ପୁଅ ଆହତ ହୋଇଥିଲେ। ଯେତେବେଳେ ବାଇଡେନ ୱାଶିଂଟନରେ ଥିବା ତାଙ୍କ ଘରୁ ଅମତ୍ରକ୍ ନାମକ ଏକ ଟ୍ରେନ ଯାତାୟାତ କରୁଥିଲେ । ସେ ଅଫିସରୁ ଫେରି ତାଙ୍କ ପୁଅମାନଙ୍କ ସହିତ ସମୟ ବିତାଉଥିଲେ । ବାଇଡେନ ଏହି ଅମତ୍ରକ୍ ଟ୍ରେନରେ ୩୫ ବର୍ଷ ଯାତାୟାତ କରିଥିଲେ । ସେଥିପାଇଁ ତାଙ୍କ ସମର୍ଥକ ଓ ବିରୋଧୀମାନେ ବାଇଡେନଙ୍କୁ ଅମତ୍ରକ୍ ବାଇଡେନ ବୋଲି ପରିହାସରେ କହୁଥିଲେ । ନିର୍ବାଚନ ପ୍ରଚାର ସମୟରେ ସେ ଅନେକ ଥର ଏହି ଟ୍ରେନରେ ଯାତ୍ରା କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ