Masthead

ବେଆଇନ ଗର୍ଭପାତ ପଡିଲା ମହଙ୍ଗା

ନୟାଗଡ (ବଡ଼ ଖବର ବ୍ୟୁରୋ): ବେଆଇନ ଗର୍ଭପାତ ପଡିଲା ମହଙ୍ଗା । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଟାଉନ ଥାନା ନିକଟ ଆନନ୍ଦ ଭବନ କ୍ଲିନିକରେ । କିଛି ଦିନ ହେବ ବେଆଇନ ଗର୍ଭପାତ ହେଉଥିବା ଜିଲ୍ଲା ପ୍ରଶାସନକୁ ଖବର ମିଳିଥିଲା । ତେବେ ଆଜି ଟାଉନ ଥାନା ପୋଲିସ, ସ୍ପେଶାଲ ସ୍କ୍ୱାଡ ଓ ତହସିଲଦାର ମିଶି ଗର୍ଭପାତ ହେଉଥିବା କ୍ଲିନିକରେ ଚଢ଼ାଉ କରିଥିଲେ ।

ଚଢ଼ାଉ ସମୟରେ ଗର୍ଭପାତ କରିଥିବା ମହିଳା ନିଜର ଦୋଷ ସ୍ୱିକାର କରିଥିଲେ । ଏନେଇ ଟାଉନ ଥାନା ପୋଲିସ ପକ୍ଷରୁ କ୍ଲିନିକର ମାଲିକ ସତ୍ୟପ୍ରିୟ ସ୍ୱାଇଁ, ଗର୍ଭପାତ କରିଥିବା ମହିଳାର ସ୍ୱାମୀ ଗଣେଶ ପ୍ରଧାନ ଓ ସହଯୋଗୀ ୨ନର୍ସକୁ ଅଟକ ରଖି ପଚରା ଉଚରା କରୁଛି । ଏଥିପାଇଁ ନୟାଗଡ଼ ତହସିଲଦାର ଆଜି କ୍ଲିନିକକୁ ସିଜ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ