ବଡ଼ବିଲରେ ପୁଣି ଫୁଟିଲା ଗୁଳି ଜିଲ୍ଲାବଡ଼ ଖବର By Bada Khabar Bureau Last updated Apr 8, 2023 Share FacebookTwitterWhatsAppEmailTelegramPrint ବଡ଼ବିଲ (ବଡ଼ ଖବର ବ୍ୟୁରୋ): ବଡ଼ବିଲରେ ପୁଣି ଫୁଟିଲା ଗୁଳି । ଆଜି ସକାଳୁ ବଡ଼ବିଲ ଦାମୁ ହଟିଙ୍ଗ ନିକଟରେ ମିଳିଥିଲା ଗୁଳି ବିଧ ଶବ । ମୃତକ ହେଲେ ଦଲକି ବସ୍ତି ର ଦୁଃଶାସନ ବାରିକ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ପାଖରେ ତାଙ୍କ ପୁଅ ସଂ ସ୍ଥାନୀୟଲୋକେ ଉପସ୍ଥିତ ଅଛନ୍ତି । Share