Masthead

ଲାଗୁନି ଆଗକୁ ଷଡ଼ଯନ୍ତ୍ର ସଫଳ ହେବ: ବୁଧାନ ମୁର୍ମୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନୀତିଶ ଓ ନବୀନ ଭେଟଘାଟକୁ ନେଇ ବିଜେପି ବିଧାୟକ ବୁଧାନ ମୁର୍ମୁଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ମୋଦିଙ୍କ ପରି କେହି ହୋଇପାରିବେନି । ନବୀନ କେବେ ମୋଦିଙ୍କ ବିରୋଧିରେ ଯିବେନି । ତାଙ୍କ ଭେଟଘାଟ ଗୁପ୍ତ। ତାହା ସ୍ପଷ୍ଟ ହେବ ନାହିଁ। ସର୍ଭେରୁ ଜଣା ପଡ଼ିଛି ବିଜେପି ୨୪ରେ ପୁନର୍ବାର ସରକାର ଗଢ଼ିବ। ତାକୁ ପ୍ରତିହତ କରିବା ପାଇଁ ସେମାନେ ଷଡଯନ୍ତ୍ର କରିବେ। ତାହା ଦିନେ ନା ଦିନେ ପଦାକୁ ଆସିବ। ମୋଦିଙ୍କ ବିରୋଧରେ ଏକ ସଂଗଠନ ମୁଣ୍ଡ ଟେକିବାକୁ ଯାଉଛି।

ତାହା କେବେ ଫଳ ପ୍ରଦ ହେବ ନାହିଁ। ସେ ତାଙ୍କ ଚେଷ୍ଟା କରିବେ । ଯେବେ ଯାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି ସେ ଯାଏ ଦେଶରେ ବିଜେପି ସରକାର ଅଛି। ବର୍ତ୍ତମାନ ସୁଦ୍ଧା ଲାଗୁନି ଆଗକୁ ତାଙ୍କ ଷଡ଼ଯନ୍ତ୍ର ସଫଳ ହେବ । ମୋଦି ସରକାରରେ କେବେ ଓଡ଼ିଶାକୁ ଅବହେଳା ହୋଇନି କି ହେବନି । ଯାହା ପାଇଁ ନବୀନ ମୋଦିଙ୍କ ବିରୋଧରେ କାର୍ଯ୍ୟ କରିବେନି ବୋଲି ଆମର ଆଶା ।

ବିଜେଡି ଓ ବିଜେପି ମିଳିତ କଥା କୌଣସି ଅଫିସିୟାଲି ନୁହେଁ। ରାଜ୍ୟରେ ପ୍ରତ୍ୟେକଟି ମୂହୁର୍ତ୍ତରେ ବିଜେପି ସରକାର ବିଜେଡି ସରକାରଙ୍କ ସହ ଅଛନ୍ତି। ତେଣୁ ଉଭୟଙ୍କ ଭିତରେ ଭଲ ରିଲେସନ ଥିବା ଆଶା କରି ହୁଏ। ନବୀନ କେବେ ମୋଦିଙ୍କ ବିରୋଧିରେ ଯିବେନି ବୋଲି ଆଶା ବ୍ୟକ୍ତ କରିଛି ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ