କେନ୍ଦ୍ରାପଡା ରସାବଳିକୁ ଜିଆଇ ଟ୍ୟାଗ ବଡ଼ ଖବରରାଜ୍ୟ By Bada Khabar Bureau Last updated Oct 3, 2023 Share FacebookTwitterWhatsAppEmailTelegramPrint କେନ୍ଦ୍ରାପଡା(ବଡ଼ ଖବର ବ୍ୟୁରୋ): କେନ୍ଦ୍ରାପଡା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା । ଆବେଦନ କରିଥିଲା କେନ୍ଦ୍ରପଡା ମିଷ୍ଟାନ ରସାବଳି ସଂଘ । ୨୦୨୧ରେ ଜିଆଇ ଟ୍ୟାଗ ପାଇଁ ହୋଇଥିଲା ଆବେଦନ । ବଳଦେବଜୀଉଙ୍କ ନିକଟରେ ଲାଗି ହୁଏ ରସାବଳି । Share