Masthead

ଛୁଟିରେ ତରବରିଆ ଭାବେ କାର୍ଯ୍ୟ

ବରୀ (ବଡ଼ ଖବର ବ୍ୟୁରୋ): ବରୀ ବ୍ଲକ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟ ପୂଜାଛୁଟିରେ ବନ୍ଦ ରହିବା ବଦଳରେ ଖୋଲା ଯାଇଛି । ପୂଜାରେ ଛୁଟି ମନାଇବାକୁ ସରକାର ଛୁଟି ଘୋଷଣା କରିଥିବା ବେଳେ ବରୀ ମଣ୍ଡଳ ଶିକ୍ଷାଧିକାରୀ କାର୍ୟ୍ୟାଳୟ ଖୋଲା ଥିଲା । ଜଣେ ହିସାବ ରକ୍ଷକ ଅଫିସ ଖୋଲି କାର୍ଯ୍ୟ କରୁଥିବା ବେଳେ ବରୀ ମାଉଣ୍ଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ଆଉ ଦୁଇଜଣ ଶିକ୍ଷକ ଉପସ୍ଥିତ ରହି କିଛି କାର୍ୟ୍ୟ କରୁଥିବା ଦେଖିବାକୁ ମିଳିଛି। ଏ ନେଇ ବରୀ ମଣ୍ଡଳ ଶିକ୍ଷାଧିକାରୀଙ୍କ ମତାମତ ଜାଣିବା ପାଇଁ ତାଙ୍କୁ ଚେଷ୍ଟା କରିଥିଲୁ ।

ମାତ୍ର ସେ ଫୋନ୍ ଗ୍ରହଣ କରିନଥିଲେ। ଏଠି ପ୍ରଶ୍ନ ଉଠେ ସରକାରୀ ଛୁଟିରେ କାର୍ୟ୍ୟାଳୟ ଖୋଲି କାମ କରିବାକୁ କିଏ ନିର୍ଦ୍ଦେଶ ଦେଇଥଲେ? କାହିଁକି ଛୁଟିରେ ତରବରିଆ ଭାବେ କାର୍ଯ୍ୟ ହେଉଥିଲା? ଯେଉଁ କାର୍ୟ୍ୟ ପାଇଁ ଅଫିସ ଖୋଲା ଯାଇଥିଲା ତାହା କିଛି ଗୁପ୍ତ କାର୍ୟ୍ୟ ନୁହେଁ ତ ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଠୁଥିବା ବେଳେ ଯାଜପୁର ଜିଲ୍ଲାପାଳ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ 🔴 EAMର ସାହାଯ୍ୟ ନେବୁ : ଜିଲ୍ଲାପାଳ 🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ 🔴 EAMର ସାହାଯ୍ୟ ନେବୁ : ଜିଲ୍ଲାପାଳ 🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା