Masthead

ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମର ସମସ୍ତ ବିବରଣୀ ଦିଅ: ହାଇକୋର୍ଟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ । ଓଡିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନୀୟମ ଅନୁଯାଇ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା ଉପରେ ସାମାଜିକ ଅଡିଟ୍ ବିବରଣୀ ପ୍ରଦାନ କରିବାକୁ ଓଡିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ନଭେମ୍ବର ୧ତାରିଖ ଧାର୍ଯ୍ୟ କରାଯାଇଛି । ସୋମବାର ଅତିରିକ୍ତ ମୁଖ୍ୟ ସଚିବ,ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ଦା୍ୱରା ଦାଖଲ ହୋଇଥିବା ଏକ ଆଫିଡେଭିଟ୍ ଉପରେ ଅଦାଲତ ନିର୍ଦ୍ଦେଶ ଦେଇଛି ।୨୦୧୯ ରେ ରାଜ୍ୟରେ ଏନଏଫଏସଏ ର ସଠିକ କାର୍ଯ୍ୟକାରୀତା ପାଇଁ ଓଡିଶା ରାଜ୍ୟ ଆଇନ ସେବା ଓଏସଏଲଏସଏ ଆବେଦନ କରିଥିବା ପିଏଲ ର ଶୁଣାଣି କରିଥିଲା ।

ଏହି ଆଫିଡେଭିଟ୍ ଅନୁଯାଇ, କେବଳ ଉଚିତ  ମୂଲ୍ୟ ଦୋକାନ ଏବଂ କାର୍ଯ୍ୟକ୍ଷମ ଜନସାଧାରଣ ବଣ୍ଟନ ବ୍ୟବସ୍ଥା ଉପରେ କାର୍ଯ୍ୟ କରାଯାଇଛି ।ଏପଟେ ଡିଜିଆରଓ କେବଳ ଟିପିଡିଏସ ରେ ସୀମିତ ନୁହେଁ ,ଏହା ଇଣ୍ଟିଗ୍ରେଟେଡ୍ ଶିଶୁ ବିକାଶ ଯୋଜନା ,ମେଣ୍ଟେନେବିଲିଟି ବେନିଫିଟ ପ୍ରୋଗ୍ରାମ ସହିତ ଅନନ୍ୟା ସ୍କିମ୍ ଅଧିକାରର ଉଲ୍ଲଘଂନକୁ ମଧ୍ୟ ଦେଖେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ