Masthead

ଜାତୀୟ ପତାକା ଆଙ୍କିଥିବା ଯୁବତୀଙ୍କୁ ସ୍ୱର୍ଣ୍ଣମନ୍ଦିର ମନା

ପଞ୍ଜାବ (ବଡ଼ ଖବର ବ୍ୟୁରୋ): ମୁହଁରେ ଜାତୀୟ ପତାକା ଆଙ୍କିଥିବା ଜଣେ ଯୁବତୀଙ୍କୁ ସ୍ୱର୍ଣ୍ଣମନ୍ଦିର ଭିତରକୁ ପ୍ରବେଶ କରିବାକୁ ମିଳିଲା ନାହିଁ ଅନୁମତି । ଫଳରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି । ନରାଶ ହୋଇ ସେ ସୋମବାର ଅଭିଯୋଗ କରିଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଯାହକୁ ନେଇ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ସାଧାରଣ ସମ୍ପାଦକ ଗୁରୁଚରଣ ସିଂ ଗ୍ରେୱାଲ ଦୁର୍ବ୍ୟବହାର ପାଇଁ କ୍ଷମା ମାଗିଛନ୍ତି ।

ସେ କହିଛନ୍ତି ଯୁବତୀଙ୍କ ମୁହଁରେ ଅଙ୍କା ଯାଇଥିବା ପତାକା ତ୍ରିରଙ୍ଗା ନୁହେଁ । ଅଶୋକ ଚକ୍ର ନଥିବାରୁ ଅଙ୍କା ଯାଇଥିବା ପତାକାଟି ଆମ ଜାତୀୟ ପତାକା ନୁହେଁ । ଏହା କୌଣସି ରାଜନୈତିକ ଦଳର ପତାକା ହୋଇଥାଏ ପାରେ । ଯଦି ଆମ ସେବାଦାରଙ୍କ ଆଚାରଣ କାହାକୁ ଆଘାତ ଦେଇଥାଏ ସେଥିପାଇଁ ଆମେ କ୍ଷମା ପ୍ରାର୍ଥନା ଚାହୁଁଛୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ