Masthead

ଖପ୍ରାଖୋଲ ଛଚେନବାହାଲିରେ ସୁନାଖଣି ଠାବ!

ପାଟଣାଗଡ଼(ବଡ଼ ଖବର ବ୍ୟୁରୋ): ବଲାଙ୍ଗୀର ଖପ୍ରାଖୋଲ ଛଚେନବାହାଲିରେ ସୁନାଖଣି ଠାବ । ଖପ୍ରାଖୋଲ ବ୍ଲକ ଛଚେନବାହାଲି ଗ୍ରାମର ମହମ୍ମଦ ଜାବେଦ ନାମକ ଜଣକ ବ୍ୟକ୍ତି ତାଙ୍କ ଚାଷ ଜମିରେ କିଛି ଦିନ ଆଗରୁ ନଳକୂପ ଖୋଲିଥିଲେ । ଗତକାଲି ଉକ୍ତ ନଳକୂପରେ ପାଣି ବାହାର କରିବା ସମୟରେ କିଛି ସୁନା ଭଲି ଦେଖାଯାଉଥିବା ପଦାର୍ଥ ଦେଖିବାକୁ ପାଇଥିଲେ । ପରେ ଖପ୍ରାଖୋଲ ତହସିଲଦାରଙ୍କୁ ଖବର ଦେଇଥିଲେ ।

ତହସିଲଦାର ତୁରନ୍ତ ପୋଲିସ ଅଧିକାରୀ ଏବଂ ବିଡିଓଙ୍କ ସହ ମିଶି ଉକ୍ତ ସ୍ଥାନକୁ ଯାଇଥିଲେ ଏବଂ ସେଠାରୁ କିଛି ମାଟି ର ସୋମ୍ପଲ ସଂଗ୍ରହ କରି ଲ୍ୟାବ କୁ ପଠାଯିବ ଏବଂ ଯଦି ତାହା ଲ୍ୟାବରେ ଟେଷ୍ଟ ହେଲା ପରେ ସୁନା କିମ୍ବା କୌଣସି ଧାତୁ ବୋଲି ଜଣାପଡେ ତା ହେଲେ ସରକାରଙ୍କୁ ଜଣାଇଦିଆଯିବ ବୋଲି ସୂଚନା ଦେଇଛନ୍ତି । ଉକ୍ତ ନଳକୂପକୁ ପ୍ରଶାସନ ଦ୍ୱାରା ସିଲ କରି ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ