Masthead

‘ବଲିଉଡର ଦାମାଦ ବିରାଟ..ଆଇ ଲଭ ବିରାଟ’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଷ୍ଟାର ସ୍ପୋର୍ଟସକୁ ସାକ୍ଷାତକାର ଦେଇ ବଲିଉଡର କିଙ୍ଗ ଖାନ୍ ଶାହରୁଖ ଖାନ୍ ବିରାଟ କୋହଲିଙ୍କ ବିଷୟ କହିଛନ୍ତି । ସେ କହିଛନ୍ତି ମୁଁ ବିରାଟଙ୍କ ସହ ବହୁତ ସମୟ ବିତାଇଛି । ମୁଁ ତାଙ୍କୁ ଭଲ ପାଏ। ଆମେ ତାଙ୍କୁ ବଲିଉଡର ଜ୍ୱାଇଁ ବୋଲି କହୁ। ମୁଁ ଅନ୍ୟ ଖେଳାଳିଙ୍କ ତୁଳନାରେ ତାଙ୍କୁ ଅଧିକ ଜାଣିଛି।ଅଭିନେତ୍ରୀ ତଥା ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଅନେକ ଫିଲ୍ମରେ କାମ କରିଥିବା ଶାହରୁଖ, ବିରାଟଙ୍କ ସହ ବିତାଇଥିବା ସମୟ ବିଷୟରେ କହିଥିଲେ।

ବିରାଟ ଏବଂ ଅନୁଷ୍କା ପରସ୍ପରକୁ ଡେଟ୍ କରିବା ଦିନଠାରୁ ମୁଁ ବିରାଟଙ୍କୁ ଜାଣିଛି ଏବଂ ସେମାନଙ୍କ ସହ ବହୁତ ସମୟ ବିତାଇଛି। ଅନୁଷ୍କାଙ୍କ ସହ ଫିଲ୍ମର ସୁଟିଂ କରୁଥିବା ବେଳେ ବିରାଟ ସେଟକୁ ଆସନ୍ତି। ସେ ଆହୁରି କହିଛନ୍ତି ଯେ, “ମୁଁ ତାଙ୍କୁ ପଠାନ୍ ଚଳଚ୍ଚିତ୍ରରେ ଥିବା ଟାଇଟଲ୍ ଗୀତର ଡ୍ୟାନ୍ସ ଷ୍ଟେପ୍ ଶିଖାଇଥିଲି। କାରଣ ଭାରତର ଗୋଟିଏ ମ୍ୟାଚରେ ମୁଁ ଦେଖିଥିଲି ଯେ, ସେ ରବିନ୍ଦ୍ର ଜାଦେଜାଙ୍କ ସହ ନାଚୁଥିଲେ। ଦୁହେଁ ଗୋଟାଏ ଗୀତର ଷ୍ଟେପ କରିବାକୁ ଚାହିଁଥିଲେ ବି ବହୁତ ଖରାପ ନାଚ ନାଚିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା