Masthead

ସୁସ୍ଥ ରହିବାକୁ ଚାହୁଛନ୍ତି କି? ଆପଣାନ୍ତୁ ଏହି ଉପାୟ….

ସୁସ୍ଥ ରହିବା ପାଇଁ ଦେହ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ । ହୃଦୟକୁ ସୁସ୍ଥ ରଖିବା ପାଇଁ କିଛି ଜିନିଷର ଯତ୍ନର ନେବା ଉଚିତ୍ । ସୁସ୍ଥ ରହିବା ଏବଂ ରୋଗଠାରୁ ଦୂରରେ ରହିବା ଅତ୍ୟନ୍ତ ଜରୁରୀ । ଆପଣଙ୍କ ହୃଦୟକୁ ସୁସ୍ଥ ରଖିବା ପାଇଁ ସହଜ ଟିପ୍ସ ।
• ପ୍ରଚୁର ପାଣି ପିଅନ୍ତୁ
ହୃଦୟକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ପାଣି ପିଇବା ଅତ୍ୟନ୍ତ ଜରୁରୀ । । ପାଣି ବ୍ୟତୀତ ଅନ୍ୟ ତରଳ ପଦାର୍ଥ ମଧ୍ୟ ଖାଆନ୍ତୁ ।
ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ
ମସଲାଯୁକ୍ତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ମସଲାଯୁକ୍ତ ଜିନିଷର ଅତ୍ୟଧିକ ବ୍ୟବହାର ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା ବା କାରଣ ହୋଇଥାଏ ।
• ଓଜନ ନିୟନ୍ତ୍ରଣ
ଓଜନକୁ ନିୟନ୍ତ୍ରଣରେ ରଖିଲେ ହୃଦୟ ସୁସ୍ଥ ଏବଂ ଫିଟ୍ ରହିଥାଏ । ଓଜନ ବୃଦ୍ଧି ହେତୁ ହୃଦୟ ସମ୍ବନ୍ଧୀୟ ସମସ୍ୟା ହେବାର ଆଶଙ୍କା ମଧ୍ୟ ଥାଏ ।
• ଭଲରେ ଶୋଇବା
ସୁସ୍ଥ ରହିବା ପାଇଁ ଗଭୀର ନିଦ ଅତ୍ୟନ୍ତ ଜରୁରୀ । ଅତିକମରେ ୭ ରୁ ୮ ଘଣ୍ଟା ଶୋଇବା ଉଚିତ୍ । ଗଭୀର ଭାବରେ ଶୋଇ ନ ଥିବାରୁ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ଥାଏ ।
• ଯୋଗ
ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ଦୈନିକ ବ୍ୟାୟାମ ଓ ଯୋଗ କରିବା ଉଚିତ୍ । ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ହୃଦୟ ଜନିତ ରୋଗ ହେବାର ଆଶଙ୍କା କମିଯାଏ ।
ବି.ଦ୍ର. :- ଏହା ହେଉଛି ସ୍ୱାସ୍ଥ୍ୟ ସମ୍ବଧୀୟ ସୂଚନା । ଯଦି ଆପଣ କୌଣସି ହୃଦ୍ ଜନିତ ରୋଗରେ ପୀଡ଼ିତ ତେବେ ଡ଼ାକ୍ତର ପରାମର୍ଶ କରନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ