Masthead

ଜବର ଦଖଲ ଉଚ୍ଛେଦ

ଟିଟିଲାଗଡ(ବଡ଼ ଖବର ବ୍ୟୁରୋ): ଆଜି ସକାଳ ୧୧ଟା ରେ ସ୍ଥାନୀୟ ପୁରୁଣା ବ୍ୟାଙ୍କ ଛକ ନିକଟରେ ପ୍ରଭାବତି ପବ୍ଲିକ ସ୍କୁଲ ପଛପଟେ ଟିଟିଲାଗଡ ପୌରପରିଷଦ ତରଫରୁ ପୋଲିସ ପ୍ରଶାସନର ଉପସ୍ଥିତିରେ ଜଵର ଦଖଲ ଉଛେଦ ଆରମ୍ଭ ହୋଇଛି । ଏଥିରେ ପ୍ରଭାବତୀ ପବ୍ଲିକ ସ୍କୁଲର ପଛପଟ ବାଡ଼ ଭଙ୍ଗା ଯାଇଥିଲା । ପ୍ରଥମେ ପାଖରେ ଥିବା ଜଣଙ୍କ ଦୋକାନ ଛପର,ସିଡି ସ୍ଥାନ ଭଙ୍ଗା ଯାଇଥିଲା । ସେହି ଘର ମାଲିକଙ୍କ ଅତିରିକ୍ତ ତହସିଲଦାରଙ୍କୁ ଆମକୁ ସମୟ କ’ଣ ପାଇଁ ଦିଆଗଲା ନାହିଁ ବୋଲି ଅଭିଯୋଗ କରିବା ଦେଖିବାକୁ ମିଳିଥିଲା । ଏବେ ଜାରି ରହିଛି ଜଵର ଦଖଲ ଉଚ୍ଛେଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା