Masthead

ମିଳୁନି ସହାୟତା, ଆତ୍ମହତ୍ୟା ଉଦ୍ୟମ କଲେ ଦୁଷ୍ମନ୍ତ

ତିର୍ତ୍ତୋଲ(ବଡ଼ ଖବର ବ୍ୟୁରୋ): କିଛିଦିନ ତଳେ ଆମେ ଦେଖାଇଥିଲୁ ଏକ ଭିଜୁଆଲ । ଡାକ୍ତରଙ୍କ ଭୁଲର ଶିକାର ହୋଇ ଅକର୍ମଣ୍ୟ ବାପାର ଗୋଡ଼ ଭଲ କରିବା ପାଇଁ ଅଢେ଼ଇ ବର୍ଷର ଝିଅ ଖନ ଖନ ହୋଇ ଦରୋଟି ଭାଷାରେ ରାଜ୍ୟ ଏବଂ ଦେଶର ମୁଖିଆଙ୍କୁ ଆକୁଳ ନିବେଦନ କରିଥିଲା । ଭାବିଥିଲୁ ଏ ଖବର ପ୍ରସାରଣ ପରେ ହୁଏତ ମୁଖିଆମାନଙ୍କର ହୃଦୟ ତରଳିବ । ଆଉ ଦୁଷ୍ମନ୍ତ ବେହେରାଙ୍କୁ ବଞ୍ଚିବାର ନୂଆ ଆଶା ମିଳିବ । ହେଲେ ସେମିତି କିଛି ବି ହେଲାନି ।

ନା ରାଜ୍ୟ ସରକାର, ନା କେନ୍ଦ୍ର ସରକାର କେହିବି ଦୁଃଖ ବୁଝିଲେନି । ଗୋଟିଏ ପଟେ ଅଭାବ ଆଉ ଅନ୍ୟ ପଟେ ଅକର୍ମଣ୍ୟ ହୋଇ ପରିବାରର ବୋଝ ଦୁଷ୍ମନ୍ତ ପାଇଁ ଅସହ୍ୟ ହୋଇପଡିଛି । ଦୁଃଖ ଓ କଷ୍ଟ ସମ୍ଭାଳି ନପାରି ଦୁଷ୍ମନ୍ତ ଆଜି ସକାଳୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଠିକ୍ ସମୟରେ ତାଙ୍କ ମା ଦେଖି ପାଟି କରିଥିଲେ । ପରିବାର ଅନ୍ୟ ସଦସ୍ୟମାନେ ପହଞ୍ଚି ଯିବାରୁ ବଞ୍ôଚଯାଇଛନ୍ତି ଦୁଷ୍ମନ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ