Before Header

ଆବାସ ଦୁର୍ନୀତି ପ୍ରତିବାଦରେ ବିଜେପିର ରଣହୁଙ୍କାର

0 70

କେନ୍ଦ୍ରାପଡ଼ା(ବଡ଼ ଖବର): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ଆଜି ଆଳି ବିଜେପି ପକ୍ଷରୁ ରାଜକନିକା ବ୍ଲକ ଘେରାଉ କରାଯାଇଛି । ରାଜକନିକା କନିକା ମେଳଣ ପଡିଆ ଠାରୁ ବିଜେପିର ଏକ ବିଶାଳ ଶୋଭାଯାତ୍ରା ବାହାରି କଣ୍ଟପଡା ବଜାର ଅତିକ୍ରମ କରି ରାଜକନିକା ବ୍ଲକ ସମ୍ମୁଖରେ ପହଁଛି ବିକ୍ଷୋଭ କରିବା ସହ ନାରାବଜି କରିଥିବା ଦେଖିବାକୁ ମିଳିଛି । ଏନେଇ ବିଜେପି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.