Masthead

ଆଶା ନିଲମ୍ବନ ଖୁବଶୀଘ୍ର ପ୍ରତ୍ୟାହାର ହେବ: ଶରତ ପଟ୍ଟନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବୟାନ । କହିଛନ୍ତି ଏଆଇସିସି ନିଲମ୍ବନ ପ୍ରତ୍ୟାହାର ନିଷ୍ପତ୍ତି ନେବେ କିନ୍ତୁ ଆଶା ଖୁବ୍ ଶୀଘ୍ର ହେବ। ମୋକିମଙ୍କ ନିଲମ୍ବନ ନିଷ୍ପତ୍ତି ଦିଲ୍ଲୀ ନେବ। ନିଲମ୍ବନ ପ୍ରତ୍ୟାହାର ହେଲେ ଆମେ ସ୍ଵାଗତ କରିବୁ। ଆମର ଅସୁବିଧା ନାହିଁ। ଏଆଇସିସି ଉପରେ ନିର୍ଭର କରେ। ସେମାନେ ଅଡିନାରୀ ବ୍ୟକ୍ତି ନୁହନ୍ତି। ତେଣୁ ତାଙ୍କ ନିଷ୍ପତ୍ତି ଏଆଇସିସି ନେବେ।

ମୋ ପାଖକୁ ତାଙ୍କ ନିଲମ୍ବନ ପ୍ରତ୍ୟାହାର ନେଇ କୌଣସି ପ୍ରସ୍ତାବ ଆସି ନାହିଁ । ଆସିଥିଲେ ମୁଁ ଦିଲ୍ଲୀ ପଠାଇ ଥାଆନ୍ତି । ଆସିଲେ ବି ପଠେଇବି। ଦିଲ୍ଲୀ ତାଙ୍କୁ ରିପୋର୍ଟ ମାଗିଥିଲା । ସେ ଦେଇଥିଲେ । ପରେ ଆକ୍ସନ ହୋଇଛି। ଏବେ ଏଆଇସିସି ଉପରେ ନିର୍ଭର କରେ । ଆଶା ଖୁବଶୀଘ୍ର ହେବ ପ୍ରତ୍ୟାହାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା