Masthead

ମୁଁ ଚାହିଁଲେ ଟିକେଟ ମିଳିବନି: ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଝାରସୁଗୁଡା ଉପନିର୍ବାଚନ ବେଳେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ନେଇ ବିଜେଡି ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ବିଜେଡି ଗୁଣ୍ଡାଗରଦିରେ ବିଶ୍ୱାସ କରେନି । ବିଶ୍ୱାସ କରୁଥିଲେ ଏତେ ଦିନ ଶାସନରେ ନଥାନ୍ତା । ନବୀନ ପଟ୍ଟନାୟକ ବଂଚିଥିବା ଯାଏ ଆଉ କୌଣସି ଦଳ ରାଜ୍ କରି ପାରିବେ ନାହିଁ । କେଉଁଠି ଟେକା ପଥରମାଡ଼ ହେବା ମୁଁ ଦେଖିନି । ତମେ ଯଦି ଦେଖିଛ ଥାନାକୁ ଲେଖିକି  ଦିଅ ।

ନବୀନ ଜିତିବେ ବୋଲି ବିରୋଧୀ ଜାଣିଲେନି, ତେଣୁ ଏମିତି ଟିକେ ଲଗେଇ ଦେଉଛନ୍ତି । ମୋଦି ନବୀନ କୋଳା କୋଳି ପ୍ରତିଦିନ । ନ ହେଲେ ଓଡ଼ିଶା କେନ୍ଦ୍ରରୁ ସାହାଯ୍ୟ ପାଇବନି । ଜଗନ୍ନାଥ ଡାକିଲେ ପୁରୀରୁ ଛିଡା ହେବି । ଏହା ସହ ମୋ ନେତା ଓ ଦଳ ପଠେଇଲେ ପୁରୀରୁ ଲଢ଼ିବି । ରାଜଧାନୀ ପ୍ରତି ମୋର ଦୁର୍ବଳତା ରହିଛି । ଭୁବନେଶ୍ଵର ଲୋକସଭା ଦେଲେ ବି ଲଢ଼ିବି । ମୁଁ ଚାହିଁଲେ ମତେ ଟିକେଟ ମିଳିବନି, ଦଳ ଯାହା ଚାହିଁବ ତାହା କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା