Masthead

ମୁଁ ପଦ ଛାଡ଼ିବାକୁ ଚାହୁଁଛି, କିନ୍ତୁ ପଦ ମୋତେ ଛାଡ଼ିବାକୁ ଚାହୁଁନି: ଅଶୋକ ଗେହଲଟ

ଜୟପୁର(ବଡ଼ ଖବର ବ୍ୟୁରୋ): ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଚାହୁଁଛି କିନ୍ତୁ ପଦ ମତେ ଛାଡ଼ିବାକୁ ଚାହୁଁଛି । ଏଭଳି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ମୁଁ ଅନେକ ଥର ଭାବୁଛି କିନ୍ତୁ ରାଜ୍ୟ ମୁଖ୍ୟମନ୍ତ୍ରୀ ପଦ ମୋତେ ଛାଡୁନାହିଁ। ରାଜନୀତିରେ ମୁଁ ପ୍ରତ୍ୟେକ ଶବ୍ଦକୁ ଭଲଭାବେ ଯାଞ୍ଚ୍‌ କରି କହିଥାଏ। ଭାବ ନାହିଁ ମୁଁ କମେଡି କରୁଛି କିନ୍ତୁ ଏହି ପୋଷ୍ଟ ମୋତେ ଛାଡୁନାହିଁ । ମୁଁ ଯାହା କହୁଛି ଏଥିପାଇଁ ସାହସ ରହିବା ଆବଶ୍ୟକ । ମୁଁ ହାଇ କମାଣ୍ଡର ନିଷ୍ପତ୍ତି ଗ୍ରହଣ କରେ। ଅଶୋକ ଗେହଲୋଟ ୪ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡିବା କଥା କହିଛନ୍ତି । ୩ ଦିନ ପୂର୍ବରୁ ସେ ସମାନ କଥା କହିଥିଲେ । ମୁଖ୍ୟମନ୍ତ୍ରୀ ରାଜ୍ୟର ୧୯ ଟି ନୂତନ ଜିଲା ଗଠନ କରିଛନ୍ତି। ଏହି ନୂତନ ଜିଲା ଏବଂ ତିନୋଟି ଡିଭିଜନର କାର୍ୟ୍ୟକାରିତା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି। ଏହା ସହିତ ବର୍ତ୍ତମାନ ରାଜ୍ୟରେ ଜିଲା ସଂଖ୍ୟା ଛୁଇଁଥିବାବେଳେ ଡିଭିଜନ ସଂଖ୍ୟା ୧୦ରେ ପହଞ୍ଚିଛି। ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏହି ନିଷ୍ପତ୍ତିକୁ ସିଏମ ଗେହଲଟଙ୍କର ମାଷ୍ଟରଷ୍ଟ୍ରୋକ ଭାବରେ ବିବେଚନା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ