Masthead

ରିଲିଜ ହେବ ‘ଡନ-୩’ର ଟିଜର

ମୁମ୍ବାଇ(ବଡ ଖବର ବ୍ୟୁରୋ); କିଛିଦିନ ତଳେ ରିଲିଜ ହୋଇଥିବା ଫିଲ୍ମ ‘ରକି ଅର ରାନୀ କି ପ୍ରେମ କାହାନୀ’ ବକ୍ସ ଅଫିସରେ ଖୁବ ଧମାଲ ମଚାଉଛି । ଏହି ଫିଲ୍ମରେ ରଣଭୀର ଓ ଆଲିଆଙ୍କ ଜୋଡିକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି । ଏହି ଫିଲ୍ମଟି ଭାରତରେ ୧୦୦ କୋଟିରୁ ଅଧିକ କଲେକ୍ସନ କରିଥିବା ବେଳେ ୱାର୍ଲ୍ଡ ୱାଇଡରେ ପାଖାପାଖି ୨୦୦କୋଟିର କଲେକ୍ସନ କରିଛି ।

ବର୍ତ୍ତମାନ ରଣଭୀରଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ରିପୋର୍ଟ ଅନୁଯାୟୀ ରଣଭୀର ଫରହାନ ଅଖତରଙ୍କ ସହ ‘ଡନ-୩’ର ଘୋଷଣା ପାଇଁ ପ୍ରସ୍ତୁତ ଅଛନ୍ତି । ରଣଭୀର ଏହା ପାଇଁ ଏକ ଆନାଉନ୍ସମେଣ୍ଟ ଭିଡିଓ ମଧ୍ୟ ସୁଟ କରିଛନ୍ତି। ଯାହା ୨-୩ ଦିନ ମଧ୍ୟରେ ରିଲିଜ ହେବ । ଡନର କଥା କହିବା ମତ୍ରେ ସର୍ବପ୍ରଥମେ ଅମିତାଭ ଏବଂ ପରେ ଶାହାରୁଖଙ୍କ କଥା ମନକୁ ଆସେ । ‘ଡନ-୧’ଓ‘ଡନ-୨’ ପରେ ‘ଡନ-୩’ କୁ ନେଇ ଖୁବ ଚର୍ଚ୍ଚା ହେଉଥିଲା ।

ପ୍ରଥମେ କୁହାଯାଉଥିଲା ଯେ ଶାହାରୁଖ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ମାତ୍ର ପରେ ଏହି ଫିଲ୍ମ ପାଇଁ ରଣଭୀରଙ୍କ ନାମ ଘୋଷଣା କରାଗଲା । ‘ଡନ-୩’ର ଟିଜର ଏହି ସପ୍ତାହରେ ରିଲିଜ ହେବ ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’