Masthead

ମାଲକାନଗିରି ଅଞ୍ଚଳରେ ସବୁଜ ଜହର ବଦଳରେ ମିଳୁଛି ଧଳାଜହର

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଅଞ୍ଚଳରେ ଏବେ ଧଳା ଜହରକୁ ନେଇ ଚର୍ଚ୍ଚା । ସବୁଜ ଜହର ବଦଳରେ ଏବେ ମିଳୁଛି ଧଳା ଜହର l ବିଭିନ୍ନ ସମୟରେ ଗଞ୍ଜେଇକୁ ନେଇ ଚର୍ଚ୍ଚା ରହୁଥିବା ମାଲକାନଗିରି ଜିଲ୍ଲାରେ ଏବେ ଧଳା ଜହର ଦେଖିବାକୁ ମିଳିଛି l ତେବେ ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଅଞ୍ଚଳକୁ କେମିତି ଆସିଲା ବ୍ରାଉନ୍ ସୁଗାର୍ ତାହାକୁ ନେଇ ଚର୍ଚ୍ଚା l

ସୂଚନା ମୁତାବକ କାଲିମେଳା ପୋଲିସ ରାତ୍ର କାଳୀନ ପେଟ୍ରୋଲିଙ୍ଗ କରୁଥିବା ସମୟରେ NH 326 ମୁଖ୍ୟ ରାସ୍ତା ଉପରେ ଗୋଟିଏ honda santro କାରଟିକୁ ଅଟକାଇ ଯାଞ୍ଚ କରିବା ପରେ  ସେଥିରୁ ପ୍ରାୟ  50 kg ଗଞ୍ଜେଇ ଜବତ କରିଥିଲା ପୋଲିସ l ପରେ ଅଧିକ ତଦନ୍ତ ପରେ ସେମାନଙ୍କ ପାଖରୁ ବ୍ରାଉନ ସୁଗାର ମଧ୍ୟ୍ୟ ବାହାରି ଥିଲା l ତେବେ ବ୍ରାଉନ ସୁଗାରକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ l ସମସ୍ତ ଅପରାଧୀଙ୍କୁ ଧରିବାରେ ସଫଳ ହାଇଥିଲା ପୋଲିସ l

୬ ଜଣ ଅପରାଧୀ ସମେତେ ୫୦ ଳଶ ଗଞ୍ଜେଇ ୧.୬ ଗ୍ରାମର ବ୍ରାଉନ ସୁଗାର, ଦୁଇଟି କାର ଏବଂ ନଗଦ ୧,୪୬,୬୦୦ ଟଙ୍କା ମଧ୍ୟ୍ୟ ଜବତ କରିଛି ପୋଲିସ l ତେବେ ସମସ୍ତ ଅପରାଧୀଙ୍କ ଘର ବାହାର ରାଜ୍ୟରେ ହୋଇଥିବା ବେଳେ ଜଣେ ମାଲକାନଗିରି ଜିଲ୍ଲାର ବୋଲି ଜଣାପଡ଼ିଛି l ଏନେଇ ସମ୍ପୂର୍ଣ ସୂଚନା ଦେଇଛନ୍ତି ASP  ରାହୁଲ ଗୋୟେଲ l

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ