Masthead

ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଆସନ୍ତୁ କି ମୁଖ୍ୟମନ୍ତ୍ରୀ ଆସନ୍ତୁ କିଛି ଫରକ ପଡିବ ନାହିଁ: ପୀତମ ପାଢୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଆସନ୍ତୁ କି ମୁଖ୍ୟମନ୍ତ୍ରୀ ଆସନ୍ତୁ କିଛି ଫରକ ପଡ଼ିବ ନାହିଁ । କୋଟିଆ ଲୋକେ ଓଡ଼ିଶା ସରକାରଙ୍କ ସହ ଅଛନ୍ତି । ଆନ୍ଧ୍ର ବାରମ୍ବାର କୋଟିଆରେ ପ୍ରବେଶ କରୁଥିବା ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି ସ୍ଥାନୀୟ ପଟାଙ୍ଗୀର ବିଜେଡି ବିଧାୟକ ପୀତମ ପାଢୀ । ସେ କହିଛନ୍ତି ଓଡ଼ିଶା ସରକାର ଆଶାତୀତ ଭାବେ ଓଡ଼ିଶା ଲୋକଙ୍କର ଯତ୍ନ ନେଉଛନ୍ତି । ସେମାନେ ଆସୁଛନ୍ତି ଯାଉଛନ୍ତି ତେଣୁ ଭୟଭୀତ ହେବାର ନାହିଁ ।

ସେମାନେ ଏମିତି ଆସୁଥିବେ ଯାଉଥିବେ । ଗ୍ରାସ ରୁଟରୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ଅଫିସର କୋଟିଆ ଗଲେଣି ମୁଖ୍ୟମନ୍ତ୍ରୀ କୋଟିଆ ଯିବାର କିଛି ଆବଶ୍ୟକତା ନାହିଁ । ମୁଖ୍ୟ ଶାସନ ସଚିବ ଯିବା ମାନେ ମୁଖ୍ୟମନ୍ତ୍ରୀ ଯିବା ତେଣୁ ମୁଖ୍ୟମନ୍ତ୍ରୀଙ୍କର କୋଟିଆ ଯିବା କିଛି ଆବଶ୍ୟକ ନାହିଁ । ଯେତେବେଳେ ଆନ୍ଧ୍ର କୋଟିଆରେ ବାରମ୍ବାର ଅନୁପ୍ରବେଶ କରି ତାର ଯୋଜନା ସବୁ କାର୍ଯ୍ୟକାରୀ କରୁଛି ସେତିକିବେଳେ ବିଧାୟକଙ୍କ ଏଭଳି ମନ୍ତବ୍ୟ କେତେଦୂର ଯୁକ୍ତିଯୁକ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି